ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସ୍ବାଧୀନତା ସଂଗ୍ରାମୀ ଧନଞ୍ଜୟ ମହାନ୍ତିଙ୍କ ପୂଣ୍ୟତିଥି ପାଳିତ

ରାଉରକେଲା/(  କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ)।    ସ୍ବାଧୀନତା ସଂଗ୍ରାମୀ, ବରିଷ୍ଠ ଆଇନଜୀବୀ, ପୂର୍ବତନ ସାଂସଦ ତଥା ବିଧାୟକ ସ୍ବର୍ଗତ ଧନଞ୍ଜୟ ମହାନ୍ତିଙ୍କ ୩୧ତମ ପୂଣ୍ୟତିଥି ଧନଞ୍ଜୟ ମହାନ୍ତି ଟ୍ରଷ୍ଟ ପକ୍ଷରୁ ସିଭିଲଟାଉନସିପ ସ୍ଥିତ ସ୍ମୃତି ଉଦ୍ୟାନରେ ତାଙ୍କ ପ୍ରତିମୂର୍ତ୍ତି ନିକଟରେ ପାଳିତ ହୋଇଯାଇଛି। ସାଧାରଣ ସଂପାଦକ ବୈଦ୍ୟନାଥ ଦାସ ଙ୍କ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ମୁଖ୍ୟଅତିଥି ଭାବେ ଆରଏସପି ର ଏକ୍ଜିକ୍ଯୁଟିଭ ଆସୋସିଏସନ୍‌ର ସଭାପତି ଅବକାଶ ମଲ୍ଲିକ ଓ ନୂତନ ଭାବେ ଦାୟିତ୍ୱ ନେଇଥିବା ସଭାପତି ରମେଶ ବଳ, ସମାଜସେବୀ ସୌଭାଗ୍ଯବତୀ ସାହୁ ପ୍ରମୁଖ ଯୋଗଦେଇଥିଲେ। ଯୁଗ୍ମ ସଂପାଦକ ବାସୁଦେବ ବାନାର୍ଜୀଙ୍କ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଟ୍ରଷ୍ଟି ଶୈଳେନ୍ଦ୍ର ମହାନ୍ତି, ପ୍ରଫୁଲ୍ଲ ନାୟକ, ରାଜୀବ ସିଂହ, କୀର୍ତ୍ତନ ଦାସ, ବିଶ୍ବଜିତ ସାହୁ,ଚନ୍ଦ୍ରଶେଖର ପାଢୀ, ସୁଶାନ୍ତ ରାଉତରାୟ, ସନ୍ତୋଷ ନାୟକ, ସୁଶ୍ରୀ ଲିପି ଘୋଷ ,ସୁଶ୍ରୀ ଚେତନା ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ। ଉକ୍ତ ସଭାରେ ସହରର ଗଣ୍ୟମାନ୍ୟ ବ୍ୟକ୍ତି, ମହିଳା, ଯୁବକ, ବୁଦ୍ଧିଜୀବୀ ଓ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇଥିଲେ। ଏହାସହ ବୃକ୍ଷରୋପଣ କରାଯାଇଥିବାବେଳେ ଭାରତରତ୍ନ ଲତା ମଙ୍ଗେସକରଙ୍କ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରାଯାଇଥିଲା। ଉପସଭାପତି ପୁଷ୍ପା ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ।

Related posts

ସାହିତ୍ୟ ନାଟକ କଳା ପରିଷଦର ୨୩ତମ ବାର୍ଷିକ ଉତ୍ସବ

Sunil Chandra Nayak

କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ପୁଷ୍ପେନ୍ଦ୍ର ସିଂହଦେଓ

Sunil Chandra Nayak

ଶ୍ରାବଣ ମାସ ର ପ୍ରଥମ ଦିନରେ ଶିବ ମନ୍ଦିର ଠାରେ ଦେଖିବାକୁ ମିଳିଛି ନାଗସାପ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort