ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ଜିଲ୍ଲାରେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀଙ୍କ ଚୂଡାନ୍ତ ତାଲିକା ପ୍ରକାଶ ପାଇଲା

ଭବାନୀପାଟଣା:ମ.ନି.ସ:- କଳାହାଣ୍ଡି ଜିଲ୍ଲାର ଚଳିତ ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ପଦରେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀଙ୍କ ଚୂଡାନ୍ତ ତାଲିକା ପ୍ରକାଶ ପାଇସାରିଛି। ସରପଞ୍ଚ ପ୍ରାର୍ଥୀ ୧୩୪୪ଜଣ ,ସମିତି ସଭ୍ୟ ପ୍ରାର୍ଥୀ ୨୦୯୨ ଓ ଜିଲ୍ଲାପରିଷଦ ପ୍ରାର୍ଥୀ ୧୪୪ ଜଣ ନିର୍ବାଚନ ମଇଦାନକୁ ଉହ୍ଲାଇଛନ୍ତି। ନିଜନିଜ ପଦବୀରେ ଅଞ୍ଚଳରେ ରହି ଭୋଟର ଙ୍କ ପାଖକୁ ଘରେ ଘରେ ପହଞ୍ଚି ସାକ୍ଷାତ କରି ନିଜକୁ ଦେଖାଇ ଭୋଟର ଙ୍କୁ ବୁଝାଇବାରେ ବ୍ଯସ୍ତ ରହୁଛନ୍ତି। ଧିରେଧିରେ ରାଜନୀତି ଉଷ୍ମତା ପ୍ରଖର ହେବାରେ ଲାଗିଛି।ସର୍ବମୋଟ ୧୦୫୬୧୯୪ ଜଣ ଭୋଟର ରହିଥିବା ବେଳେ ନୂଆଁ ୫୬୪୯ ଜଣ ଭୋଟର ମତଦାନ କରିବେ ବୋଲି  ସୂଚନାରୁ ଜଣାପଡିଛି।

Related posts

ଉମାକାନ୍ତ ଦାସ ଙ୍କ ଜଣାଣ ସାଖି ରହିଲୁ ମା’ ତୁ ଜୟଚଣ୍ଡୀ

Sunil Chandra Nayak

ପାଠ ପଢାଇବା ବଦଳରେ  ଛାତ୍ର/ଛାତ୍ରୀ ମାନଙ୍କୁ ସଜାଉଛନ୍ତି ଶିଶୁ ଶ୍ରମିକ

Sunil Chandra Nayak

ଏମ୍ ରାମପୁର ବ୍ଲକ ଠାରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort