ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିର୍ବାଚନ ଚିହ୍ନ ବଦଳାଇବାକୁ ପିଇଓ କରୁଛନ୍ତି ବାଧ୍ୟ !  ୪ ଦିନ ପରେ ଭୋଟ ଗ୍ରହଣ, ଚିନ୍ତା ରେ ପ୍ରାର୍ଥୀ

ବିଡ଼ିଓ ଙ୍କୁ ଘେରିଲେ ପ୍ରାର୍ଥୀ ଓ ସମର୍ଥକ 

ନିର୍ବାଚନ କମିଶନ ଙ୍କ ଦୃଷ୍ଟି ଆକର୍ଷଣ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ
ଧର୍ମଗଡ- ୧୫/୨/୨୨-

ଧର୍ମଗଡ ବ୍ଲକ ରେ ତ୍ରୀସ୍ତରୀୟ ପାୟତିରାଜ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆଉ ଦିନ କେଇଟା ପରେ ହେବାକୁ ଥିବା ବେଳେ ହଠାତ ପ୍ରାର୍ଥୀ ଙ୍କ ନିର୍ବାଚନ ଚିହ୍ନ ବଦଳି କରିବା କୁ ବାଧ୍ୟ କରାଯାଉଥିବା ଭଳି ଏକ ସଙ୍ଗୀନ ଅଭିଯୋଗ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଆଜି ଧର୍ମଗଡ ବ୍ଲକ ରେ ଦେଖିବା କୁ ମିଳିଥିବା ବେଳେ ଏହାକୁ ନେଇ ପ୍ରାର୍ଥୀ ତଥା ପ୍ରାର୍ଥୀ ଙ୍କ ସମର୍ଥକ ମାନେ ବିଡ଼ିଓ ଙ୍କୁ ଘେରି କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି । ଧର୍ମଗଡ ବ୍ଲକ ର ବଗାଡ ଗ୍ରାମ ପଞ୍ଚାୟତ ର୧ ନଂ ୱାର୍ଡ ରୁ ଏଭଳି ସଙ୍ଗୀନ ଅଭିଯୋଗ ଆସିଥିବା ବେଳେ ନିର୍ବାଚନ କମିଶନ ଏଥିରେ ହସ୍ତଖେପ କରିବାକୁ ଦାବୀ କରଯାଇଛି ।

ପ୍ରାପ୍ତ ଅଭିଯୋଗ ରୁ ପ୍ରକାଶ ଯେ, ଧର୍ମଗଡ ବ୍ଲକ ଅନ୍ତର୍ଗତ ବଗାଡ ଗ୍ରାମ ପଞ୍ଚାୟତ ର ୧ ନଂ ୱାର୍ଡ (ବାଗ ବାହଲି ) ପାଇଁ ୱାର୍ଡ ସଭ୍ୟ ପଦ ପାଇଁ ଦୁଇଜଣ ପ୍ରାର୍ଥୀ ପଦ୍ମିନୀ ଭାଇସାଲ ଓ ବିଳାସିନୀ ନାଗ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ସ୍କୃଟିନୀ ଓ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ଶେଷ ହେବା ପରେ ବିଧି ବଦ୍ଧ ଭାବେ ଫାରମ ସଂଖ୍ୟା-୫ ରେ ବିଧିବତ ମନୋନୀତ ପ୍ରାର୍ଥୀ ତାଲିକା ବର୍ଣ୍ଣମାଳା କ୍ରମ ରେ ସଜ୍ଜିତ ହୋଇ ପ୍ରକାଶିତ ହୋଇଥଲା । ଗତ ୨୬ ତାରିଖ ରେ ଏହି ସୂଚନା ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟ ରେ ଲଗା ଯାଇ ଥିଲା । ପ୍ରକାଶିତ ସୂଚନା ଅନୁସାରେ ୧ ନଂ.କ୍ରମିକସଂଖ୍ୟା ରେ ବିଳାସିନୀ ନାଗ ରହିଥିବା ବେଳେ ତାଙ୍କ ନିର୍ବାଚନ ଚିହ୍ନ ଶଗଡ଼ ଗାଡ଼ି ବୋଲି ଉଲ୍ଲେଖ ହୋଇଥଲା । ୨ ନଂ. କ୍ରମିକ ସଂଖ୍ୟା ରେ ପଦ୍ମିନୀ ଭଇସାଲ ଙ୍କ ନାମ ରହିଥିବା ବେଳେ ତାଙ୍କ ନିର୍ବାଚନ ଚିହ୍ନ ନିକିତି ବୋଲି ଉଲ୍ଲେଖରହିଥିଲା । ଏହାକୁ ଭିତ୍ତି କରି ଉଭୟ ପ୍ରାର୍ଥୀ ସେମାନଙ୍କ ପ୍ରଚାର କାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ଗତ କାଲି ହଠାତ ବଗାଡ ଗ୍ରାମ ପଞ୍ଚାୟତ ପିଇଓ ରଶ୍ମିତା ଦାସ ବାଗ ବାହାଲି ଗାଁ କୁ ଯାଇ ୱାର୍ଡ ସଭ୍ୟ ପଦ ପାଇଁ ଲଢୁଥିବା ପ୍ରାର୍ଥୀ ଦ୍ବୟ ଙ୍କ ନିର୍ବାଚନ ଚିହ୍ନ ବଦଳି ଯାଇଥିବା ସୂଚନା ଦେବା ସହ ଏକ ସ୍ବୀକାର ପତ୍ର ଦେଇ ଏହାକୁ ଅଦଳ ବଦଳ କରିବାକୁ ପ୍ରାର୍ଥୀଙ୍କୁ ବାଧ୍ୟ କରୁ ଥିବା ଅଭିଯୋଗ ହୋଇଛି । ଭୋଟ ଗ୍ରହଣ ମାତ୍ର ଆଉ ୪/୫ ଦିନ ଥିବା ବେଳେ କିଭଳିଭାବେ ନୂତନ ଚିହ୍ନ ଧରି ପୁଣି ଘର ଘର ବୁଲି ପ୍ରଚାର କରିବେ ବୋଲି ପ୍ରାର୍ଥୀ ମାନେ ପ୍ରଶ୍ନ କରିଛନ୍ତି । ଏହାକୁ ନେଇ ଗ୍ରାମ ରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଆଜି ୱାର୍ଡ ସଭ୍ୟ ପ୍ରାର୍ଥୀ ଦ୍ବୟ ତଥା ସେମାନଙ୍କ ସମର୍ଥକ ମାନେ ଧର୍ମଗଡ ବିଡିଓ ଙ୍କୁ ଘେରି ଥିଲେ । ପ୍ରଥମେ ଭୁଲ ସୂଚନା ଦେଇଥିବା ଓ ପରେ ଭୁଲ କୁ ଲୁଚାଇବାକୁ ଯାଇ ପ୍ରଥମ ସୂଚନା ପତ୍ର କୁ ହଟାଇ ପୁଣି ନୂତନ ସୂଚନା ପତ୍ର ମାରିଥିବା ପଞ୍ଚାୟତ ନିର୍ବାଚନ ଅଧିକାରୀ ତଥା ପିଇଓ ଙ୍କ ବିରୁଦ୍ଧ ରେ ଦୃଢ଼ କର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ୱାର୍ଡସଭ୍ୟ ଦ୍ବୟ ଦାବୀ କରିଛନ୍ତି । ଏଥି ସହିତ ସେମାନେ ପ୍ରଚାର କାର୍ଯ୍ୟ ସାରି ଦେଇଥିବାରୁ ତାଙ୍କୁ ପୁରୁଣା ନିର୍ବାଚନ ଚିହ୍ନ ରେ ଭୋଟ ଗ୍ରହଣ କରାଯିବା କୁ ଦାବୀ କରିଛନ୍ତି । ଏ ସମ୍ପର୍କ ରେ ଧର୍ମଗଡ ବିଡିଓ ଶରତ କୁମାର ସେଠୀ ଙ୍କୁ ଯୋଗା ଯୋଗ କରିବାରୁ ଅଭିଯୋଗ ହସ୍ତଗତ ହୋଇ ଥିବା କହିବା ସହ ପ୍ରାର୍ଥୀ ଦ୍ବୟ ଙ୍କୁ ବୁଝାଇବାକୁ ଚେଷ୍ଟା କରାଯାଉଥିବା କହିଥିଲେ । ତେବେ ପଞ୍ଚାୟତ ଓ ବ୍ଲକ ସ୍ତର ରେ ହୋଇଥିବା ଭୁଲ ପାଇଁ ପ୍ରାର୍ଥୀ ମାନେ କାହିଁକି ହଇରାଣ ହେବେ ବୋଲି ପଚାରିବାରୁ ସେ ଏହା କୁ ଏଡ଼ାଇ ଯାଇଥିଲେ ।

ରିପୋର୍ଟ ଲେଖା ହେବା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ବାଗ ବାହାଲି ଗାଁ କୁ ବିଡିଓ ଏବଂ ପିଇଓ ଯାଇ ଚିହ୍ନ ପରିବର୍ତ୍ତନ କରିବାକୁ ବୁଝା ସୁଝା କରିଥିଲେ ହେଁ ପ୍ରାର୍ଥୀ ଦ୍ବୟ ଏହାକୁ ମାନି ନ ଥିଲେ । ଜେଉ ଚିହ୍ନ ରେ ସେମାନେ ପ୍ରଚାର ପ୍ରସାର କାର୍ଯ୍ୟ ସାରିଚନ୍ତି ସେହି ଚିହ୍ନ ରେ ହିଁ ଭୋଟ ଗ୍ରହଣ କରାଯାଉ ବୋଲି ଦାବୀ କରିଥିଲେ । ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ।

Related posts

ବିଜେଡ଼ିର ଜୋନସ୍ତରୀୟ ନୂଆଖାଇ ଭେଟଘାଟ୍‌

Sunil Chandra Nayak

ଏନ୍ଆଇଟିକୁ ବିଜୁ ପଟ୍ଟନାୟଙ୍କ ନାମରେ ନାମିତ କରାଯାଉ

Sunil Chandra Nayak

ଶରତ ଚନ୍ଦ୍ର ପଣ୍ଡା ଙ୍କ କବିତା କଥାଟିଏ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort