ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନକଳି ଭୋଟଦାନକୁ ନେଇ ଉତ୍ତେଜନା

ନୂଆପଡା : ନୂଆପଡା ଜିଲ୍ଲା ଭରୁଆମୁଣ୍ତା ପଞ୍ଚାୟତର ୨ ନମ୍ବର ମତଦାନ କେନ୍ଦ୍ରରେ ନକଳି ଭୋଟ ହୋଇ ଥିବା ଅଭିଯୋଗରେ ଉତ୍ତେଜନା ପ୍ରକାଶ ପାଇଛି । ଏକ ଗୋଷ୍ଠୀର ଲୋକେ ମତଦାନ କେନ୍ଦ୍ର ଭିତରକୁ ପସି ଯାଇ ଥିବାରୁ ଭୋଟଦାନ କିଛି ସମୟ ପାଇଁ ବନ୍ଦ ଥିଲା । ଲୋକେ ଅଭିଯୋଗ କରିଛନ୍ତି ଯେ,ଜଣେ ଭୋଟରଙ୍କ ନାମରେ ଅନ୍ୟ ଜଣେ ଭୋଟ ଦେଇଛନ୍ତି । ପ୍ରିଜାଇଡିଂ ଅଫିସର କହୁଛନ୍ତି ଯେ,ପ୍ରାର୍ଥୀଙ୍କ ଏଜେଣ୍ଟ ଚିହ୍ନଟ ପରେ ଭୋଟ ଦେବାକୁ ସୁଯୋଗ ଦିଆ ଯାଇ ଥିଲା । କିନ୍ତୁ ଭୋଟ ଦେଲା ପରେ ଏଜେଣ୍ଟ ଅନ୍ୟ ଜଣକ ନାମରେ ଅନ୍ୟ ଜଣେ ଭୋଟ ଦେଇ ଥିବା କହି ଥିଲେ । ଅନେକ ସମୟ ଧରି ଭୋଟଦାନ ବନ୍ଦ ଥିଲା । ପରେ ପୋଲିସ,ସେକଟର୍ ଅଫିସର ଓ ଏକଜୁକୁଟିଭ୍ ମାଜିଷ୍ଟ୍ରେଟ ଯାଇ ଲୋକଙ୍କୁ ମତଦାନ କେନ୍ଦ୍ରରୁ ବାହାର କରି ଥିଲେ ।ଏବେ ଭୋଟଦାନ ଚାଲିଛି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମାଆ କଟକ ଚଣ୍ଡୀ ପୀଠର ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ ମୋହର

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ସଂସାର

Sunil Chandra Nayak

ସ୍ୱାଗତିକା ସାହୁ ଙ୍କ କବିତା ମାଁ ଦଶଭୁଜା

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort