ଟେମରି -: ଗୋଲାମୁଣ୍ଡା ବ୍ଲକ ବିଭିନ୍ନ ପଞ୍ଚାୟତ ଭୋଟ ମତ ଦାନ ଶାନ୍ତି ଶୃଙ୍ଖଳା ସହ ସମାପ୍ତି ହୋଇଯାଉଛି । ଫେବୃୟାରୀ ୧୬ ସକାଳ ୭ଟାରୁ ଅପରାହ୍ନ ୧ ପର୍ଯ୍ୟନ୍ତ ଭୋଟିଂ ଗଣ ପର୍ବ ଚାଲୁ ରହି ଥିଲା। ଜୋନ ନମ୍ୱର ୨ ଚିଚିଆ , ଖମାରହଳଦୀ, ଧମନ ପୁର, ଦଶପୁର , ଫୁଣ୍ଡା, ଫରଙ୍ଗ, ବରଗୁଡା,ରେଙ୍ଗାସାପାଲି ସମେତ ବିଭିନ୍ନ ସ୍ଥାନରେ ଭୋଟ ମତଦାନ ସରି ଥିବା ବେଳେ ଟେମରି ଗ୍ରାମ ପଞ୍ଚାୟତର ୱାର୍ଡ଼ ନମ୍ବର ୧ରେ ୧୯୨, ୱାର୍ଡ଼ ନମ୍ବର ୨ରେ ୧୮୧ ,ୱାର୍ଡ଼ ନମ୍ବର ୩ରେ ୨୩୧, ୱାର୍ଡ଼ ନମ୍ବର ୪ରେ ୨୦୪, ୱାର୍ଡ଼ ନମ୍ବର ୫ରେ ୧୨୯, ୱାର୍ଡ଼ ନମ୍ବର ୬ରେ ୨୨୭, ୱାର୍ଡ଼ ନମ୍ୱର ୭ରେ ୧୬୬, ୱାର୍ଡ଼ ନମ୍ବର ୮ରେ ୧୫୬, ୱାର୍ଡ଼ ନମ୍ବର ୯ରେ ୧୯୨, ୱାର୍ଡ଼ ନମ୍ବର ୧୦ରେ ୧୯୬, ୱାର୍ଡ଼ ନମ୍ବର ୧୧ରେ ୨୬୪, ୱାର୍ଡ଼ ନମ୍ବର ୧୨ରେ ୧୦୯ଆଦି ପୋଲିଂ ହୋଇ ଥିବା ମତ ପ୍ରକାଶ ପାଇଛି । ଏଥିରେ ଜିଲ୍ଲା ପରିଷଦ ସଦସ୍ୟ,ସରପଞ୍ଚ, ସମିତି ସଭ୍ୟ, ୱାର୍ଡ଼ ମେମ୍ବର ପ୍ରାର୍ଥୀ ଓ ପ୍ରାର୍ଥୀନୀମାନଙ୍କର ଭାଗ୍ୟ ନିର୍ଦ୍ଧାରଣ ପଂଚାୟତ ବାସି ସମସ୍ତ ପ୍ରାର୍ଥୀ/ପ୍ରାର୍ଥୀନୀ ଅପେକ୍ଷାରେ ଅଛନ୍ତି।
previous post