ଭବାନୀ ପାଟଣା -; ଜୁନାଗଡ଼ ପଟୁ ଆସୁଥିବା ଏକ ତେଲ କାଣ୍ଟେନର ର ଧକ୍କା ରେ ସ୍କୁଟି ରେ ଯାଉଥିବା ଏକ ଝିଅ ଟି ର ଘଟଣାସ୍ଥଳ ରେ ମୃତ୍ୟୁ ଘଟି ଥିବା ସଦ୍ୟ ପ୍ରାପ୍ତ ଖବର ରୁ ଜଣା ଯାଇଛି। ସହର ରେ ବାଇପାସ୍ ନ ଥିବା ଯୋଗୁଁ ଦୈନଦିନ ଦୁର୍ଘଟଣା ବଢ଼ିବାରେ ଲାଗିଛି । ଏହି ଦୁର୍ଘଟଣା ସ୍ଥାନୀୟ ପରଦେ ଶି ପଡ। ସ୍ତିତ ବାଲାଜୀ ମନ୍ଦିର ନିକଟ ରେ ଘଟି ଥିବା ବେଳେ ଝିଅ ଟି ସ୍ଥାନୀୟ ଅର୍କାବାହିଲି ପଡ। ର ବୋଲି ଜଣା ଯାଇଛି ।
କିଶନ ଶର୍ମା ଙ୍କ ରିପୋର୍ଟ