ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋମନା ବ୍ଲକରେ ଆଜି ଦ୍ବିତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ

,୩୮୮ ବୁଥ ରେ ଚାଲୁଛି ମତଦାନ

ନୂଆପଡା ଜିଲ୍ଲା କୋମନା ବ୍ଲକ ରେ ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ରାଜ ନିର୍ବାଚନ। କୋମନା ବ୍ଲକ ରେ ୩୨ ଗୋଟି ଗ୍ରାମପଂଚାୟତ ପାଇଁ ଅନୁଷ୍ଠିତ ମତଦାନ ପାଇଁ ୩୮୮ ଗୋଟି ମତଦାନ କେନ୍ଦ୍ର ରେ ଅନୁଷ୍ଠିତ ହେଉଅଛି ଭୋଟଦାନ। ସେଥିମଧ୍ୟରୁ ୭୨ ଗୋଟି ସମ୍ବେଦନଶୀଳ ବୁଥ ରହିଥିବା ବେଳେ ୫ ଗୋଟି ଅତିସମ୍ବେଦନଶୀଳ ବୁଥ ରହିଅଛି। ଜିଲ୍ଲାରେ ସର୍ବାଧିକ ୨୪ ଗୋଟି ମାଓ ପ୍ରବଣ ବୁଥ ରହିଅଛି। ଆଜି ୧ ଲକ୍ଷ ୫ ହଜାର ୫ ଶହ ୯୫ ଭୋଟର ନିଜ ମତ ସାବ୍ୟସ୍ତ କରିବେ। ୦୩ ଗୋଟି ଜିଲ୍ଲା ପରିଷଦ ଆସନ, ୩୨ ଗୋଟି ସରପଞ୍ଚ ଏବଂ ୩୨ ଗୋଟି ସମିତି ସଭ୍ୟ ଏବଂ ୩୮୮ ଗୋଟି ୱାର୍ଡ ସଭ୍ୟ ସଭ୍ୟାଙ୍କ ପାଇଁ ଭୋଟ ଗ୍ରହଣ ଅନୁଷ୍ଠିତ ହେଉଅଛି। ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି। ଶାନ୍ତି ଶୃଙ୍ଖଳିତ ଢଙ୍ଗରେ ଭୋଟ ଗ୍ରହଣ ହେଉଅଛି। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବିପୁଳ ପରିମାଣର ଶାଗୁଆନ କାଠ ଜବତ କଲା ବନବିଭାଗ

Sunil Chandra Nayak

ରାଇରଙ୍ଗପୁର ମହାବିଦ୍ୟାଳୟରେ ଏବିଭିପିର ବିଶାଳ କ୍ୟାମ୍ପସ ୟୁନିଟ ଘୋଷଣା 

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort