ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋଲନରା ଅଞ୍ଚଳରେ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଭୋଟ ପ୍ରଚାର

ରାୟଗଡା: ୧୭/୨- ମ.ସି.ହ :- ଅନୁସୂଚିତ ଓ ଜନଜାତି କଲ୍ଯାଣ ମନ୍ତ୍ରୀ ଜଗନ୍ନାଥ ସାରକା କୋଲନରା – ‘ଖ’ ଜୋନରେ ଥିବା ପଞ୍ଚାୟତର ବିଭିନ୍ନ ଗାଁ ଗାଁ ବୁଲି ନିଜ ଦଳ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। ୨୦୧୨ ଓ ୨୦୧୭ ପଞ୍ଚାୟତ ନିର୍ବାଚନ ସମୟରୁ ଏହି ଜୋନ କଂଗ୍ରେସ ର ଗଡ ଭାବରେ ରହିଆସିଛି, ୨୦୨୨ ନିର୍ବାଚନ ଏହି ଜୋନ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି।ବିଜେଡି ପକ୍ଷରୁ ପ୍ରାର୍ଥୀ ଲିଲୀ କାଡ୍ରାକା ପ୍ରତି ଦ୍ବନ୍ଦିତା କରୁଥିବାରୁ ଲିଲୀ କୁ ସମର୍ଥନ କରିବା ସହ ଭୋଟ ଦେବାପାଇଁ ମନ୍ତ୍ରୀ ଜଗନ୍ନାଥ ସାରକା ଙ୍କ ସମେତ୍ ବିଜୁ ଜନତାର ବହୁ ତୁଙ୍ଗ ନେତା ପ୍ରଚାର ମଇଦାନକୁ ଓହ୍ଲାଇ ଭୋଟର ମାନଙ୍କୁ ନିବେଦନ କରିଛନ୍ତି। କୋଲନରା ବ୍ଳକର ୨ ଜିଲ୍ଳାପରିଷଦ ଜୋନ ୧୭ ପଞ୍ଚାୟତର ୨୨୧ ଓ୍ବାର୍ଡ ପାଇଁ ଭୋଟ ଗ୍ରହଣ ହେବାକୁ ଥିବାରୁ ସବୁ ଦଳ ପ୍ରଚାର କୁ ଜୋରସୋରରେ କରିଛନ୍ତି।ରାୟଗଡା ରୁ ଯୁଗଳ କିଶୋର ଜେନାଙ୍କ ରିପୋର୍ଟ

Related posts

ରଥଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

ଆଜି ଆକାଶରେ ଦେଖାଯିବ ମହାଜାଗତିକ ଦୃଶ୍ୟ। ଅପରାହ୍ଣରେ ଚଳିତ ବର୍ଷର ଶେଷ ସୂର୍ଯ୍ୟପରାଗ ଦେଖାଯିବ..

Sunil Chandra Nayak

ଶାନ୍ତିପୂର୍ଣ୍ଣ ଭାବରେ ଥୁଆମୂଳ ରାମପୁର ବ୍ଳକରେ ବାହୁଡା ଯାତ୍ରା ସମାପନ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort