ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମଗଡ,କୋକସରା ଓ ଜୟପାଟଣା ବ୍ଳକରେ ନିର୍ବାଚନ ପ୍ରସ୍ତୁତି ଶେଷ

ଭବାନୀପାଟଣା:୧୯/୨-ମ.ସି.ହା:- କଳାହାଣ୍ଡି ଜିଲ୍ଲା ଧର୍ମଗଡ,କୋକସରା ଓ ଜୟପାଟଣା ବ୍ଳକରେ ନିର୍ବାଚନ, ଧର୍ମଗଡ ନିର୍ବାଚନ ମଣ୍ତଳୀ ଧର୍ମଗଡ ବ୍ଳକରେ ଆସନ୍ତା ୨୦/୨ ତାରିଖରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ। ଏହି ବ୍ଳକରେ ୨୮୪ ବୋଥ୍ ଓ ସମ୍ବେଦନଶୀଳ ବୁଥ୍ ୧ , ସର୍ବମୋଟ ୯୧୩୧୮ ଭୋଟର ରହିଛନ୍ତି,ପୁରୁଷ ଭୋଟର ୪୬୭୬୮ ଓ ମହିଳା ଭୋଟର ୪୪୫୯୭ ଅନ୍ଯାନ୍ଯ ୩ ରହିଛନ୍ତି। ନିର୍ବାଚନ ଲଢୁଥିବା ପ୍ରାର୍ଥୀ ମାନଙ୍କ ମଧ୍ୟରେ ଓ୍ବାର୍ଡମେମ୍ବର ୩୧୫ଜଣ,ସରପଞ୍ଚ ପ୍ରାର୍ଥୀ ୯୬,ପଞ୍ଚାୟତ ସମିତି ସଭ୍ଯ ପ୍ରାର୍ଥୀ ୬୫, ଜିଲ୍ଲାପରିଷଦ ପ୍ରାର୍ଥୀ ୧୦ ଜଣ,ଏହି ନିର୍ବାଚନ  କୁ ସୁୁଚାରୁୁ ରୂପେ ପରିଚାଳନା କରିବା ପାଇଁ  ନିୟୋଜିତ ରହିବେ ୯୦୨ ଜଣ କର୍ମଚାରୀ।

ସେହିପରି କୋକସରା – ବ୍ଳକର ୨୬୨ ଓ ସମ୍ବେଦନଶୀଳ ବୁଥ ୧ ୮୭୮୩୯ ଜଣ ଭୋଟର ରହିଛନ୍ତି। ପୁରୁଷ ଭୋଟର ୪୪୧୯୬ ମହିଳା ଭୋଟର ୪୩୬୪୧ ଅନ୍ଯାନ୍ଯ ଭୋଟର ୨ ଜଣ ରହିଛନ୍ତି।୨୮୧ ଜଣ ଓ୍ବାର୍ଡମେମ୍ବର ପ୍ରାର୍ଥୀ,୧୨୪ ସରପଞ୍ଚ ପ୍ରାର୍ଥୀ,୯୬ ଜଣ ସମିତି ସଭ୍ଯ ପ୍ରାର୍ଥୀ ୧୩ ଜଣ ଜିଲ୍ଲାପରିଷଦ ପ୍ରାର୍ଥୀ ରହି ନିର୍ବାଚନ ଲଢୁଛନ୍ତି। ଲାଞ୍ଜିଗଡ ବିଧାନସଭା ନିର୍ବାଚନ ମଣ୍ତିଳୀ ଜୟପାଟଣା ବ୍ଳକର ୨୮୭ ବୁଥ  ଥିବାବେଳେ ସର୍ବମୋଟ ୯୩୧୯୮ ଭୋଟର ଅଛନ୍ତି, ୪୬୬୬୮ ଜଣ ପୁରୁଷ ଭୋଟର ୪୬୫୨୩ ଜଣ ମହିଳା ଭୋ ଟ ର ସହ ୭ ଜଣ ଅନ୍ଯାନ୍ଯ ଭୋଟର ରହିଛନ୍ତି। ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ଓ୍ବାର୍ଡମେମ୍ବର ପ୍ରାର୍ଥ ୩୧୦ ଜଣ,ସରପଞ୍ଚ ପ୍ରାର୍ଥୀ ୧୩୬ ଜଣ, ୯୦ ଜଣ ସମିତି ସଭ୍ଯ ପ୍ରାର୍ଥୀ ଓ ୯ ଜଣ ଜିଲ୍ଳାପରିଷଦ ପ୍ରାର୍ଥୀ ରହିଛନ୍ତି।୯୧୨ ଜଣ କର୍ମଚାରୀ ଏଠାରେ ନିୟୋଜିତ ରହିବା ପାଇଁ ବ୍ଯବସ୍ତା କରା ଯାଇଥିବା ସୂଚନରୁ ଜଣାପଡିଛି।

Related posts

ଜଙ୍ଗଲ ସୁରକ୍ଷା ପାଇଁ ସାହାଜଖୋଲ ବନ ସୁରକ୍ଷା ମହାସଙ୍ଘ ପକ୍ଷରୁ ଗୋତୋମୁଣ୍ଡା ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

Sunil Chandra Nayak

ମୋଦି ସରକାର ଙ୍କ ଦ୍ଵିତୀୟପାଳି ଶାସନ ରେ ୩ୟ ବର୍ଷ ପୂର୍ତ୍ତି ଅବସରେ ରେ ଯୁବମୋର୍ଚ୍ଚା ର ବିକାଶ ତିର୍ଥ ବାଇକ୍ ରେଲି

Sunil Chandra Nayak

ରତିନାରାୟଣ ରାଉତ ଙ୍କ କବିତା ଜହ୍ନରାତି

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort