ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସମାଜ ସେବୀଙ୍କ ଦ୍ୱାରା ଉଦ୍ଧାର ହେଲା ଜଣେ ଅଜଣା ମାନସିକ ଅନାଗ୍ରସର ଯୁବତୀ  

ଧର୍ମଗଡ଼-୧୯/୨/୨୨ ଅଲ ଓଡିଶା ସିଡୁଲ୍ଡ କାଷ୍ଟ ଫେଡେରେସନ ଧର୍ମଗଡ ପକ୍ଷରୁ ସାମାଜିକ ସେବା ଜାରୀ ରହିଛି । ଉକ୍ତ ଅନୁଷ୍ଠାନ ର ସଭ୍ୟ ମାନେ ଆଜିରାତିରେ କାସିବାହାଲ ଛକ ଠାରେ ଥିବା ଏକ ଅଜଣା ବାଳିକା କୁ ଉଦ୍ଧାର କରିଛନ୍ତି । ଧର୍ମଗଡ ଏନଏସି କାସିବାହାଲ ଛକ ପାଖରୁ ଜଣେ ମାନସିକ ଅନଗ୍ରସର ଯୁବତୀକୁ ଅଲ ଓଡିଶା ସିଡୁଲ୍ଡ କାଷ୍ଟ ଫେଡେରେସନ ଧର୍ମଗଡ ତରଫରୁ ଉଦ୍ଧାର କରାଯାଇଛି.ତାଙ୍କୁ ଧର୍ମଗଡ ଯଶୋଦା ଅନାଥ ଆଶ୍ରମ କୁ ନେଇ ଥଇଥାନ କରାଯାଇଛି. 15-16 ବାର୍ଷିୟା ଏହି ନାବାଳିକା ଜଣକ କାସିବାହାଲ ଛକ ପାଖକୁ ଚାଲି ଚାଲି ପଳେଇଆସି ଛକ ପାଖ ରାସ୍ତା କଡରେ ଥିଲେ । ନାବାଳିକା କୁ ଥଇଥାନ କରିବା ପାଇଁ ଅଲ ଓଡିଶା ସିଡୁଲ୍ଡ କାଷ୍ଟ ଫେଡେରେସନ ଧର୍ମଗଡ଼ ର କର୍ମକର୍ତ୍ତା ତଥା ସଂଗଠନ ର ଜିଲ୍ଲା ଛାତ୍ର ସଂଯୋଜକ ଢଗ ନାଏକ ସହକାରୀ ଜିଲ୍ଲାପାଳ ଚିନ୍ମୟ କୁମାର ନାୟକ ଙ୍କୁ ଯୋଗାଯୋଗ କରିବା ପରେ ଯୁବତୀ ଜଣକ ଉଦ୍ଧାର ହୋଇଥିଲେ.ଉକ୍ତ ଯୁବତୀ କୁ ପଚାରିବାରୁ କିଛି ମନେ ପଡ଼ୁନଥିବା ପ୍ରକାଶ କରିଥିଲେ । ଧର୍ମଗଡ ଏନଏସି ର କର୍ମଚାରୀ ରବୀନ୍ଦ୍ର ନାଥ ପରିଡା ସମେତ ଫେଡେରେସନ ର କମଳା କାନ୍ତ ବିହାରୀ, ଚନ୍ଦ୍ର ବିହାରୀ,ତରୁଣୀ ଜାଲ,ଗୁଣନିଧି ଜାଲ,ମହିନ୍ଦ୍ର ବିହାରୀ, ମାଧୁରୀ ମହାନନ୍ଦ,କୁନା ମହାନଦୀ ପ୍ରମୁଖ ଏହି ଯୁବତୀ କୁ ଉଦ୍ଧାର କରିବାରେ ସାହାଯ୍ୟ କରିଥିଲେ ।  ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ ।

Related posts

ଫୋନ ମାଧ୍ୟମରେ ଚାକିରୀ ଲୋଭ ଦେଖାଇ ଯୁବତୀ ଚାଲାଣ !

Sunil Chandra Nayak

କବି ରାମଚନ୍ଦ୍ର ମହାନ୍ତି ଙ୍କ କବିତା ପବିତ୍ର ରଥଯାତ୍ରା

ଗଛକୁ ରାକ୍ଷୀ ବାନ୍ଧି ରକ୍ଷା ବନ୍ଧନ ପାଳିଲେ ଯୁବ ପରିବେଶବିତ୍ ଶୁଭ୍ରାଂଶୁ ଶତପଥୀ 

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort