ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯୋନ ନମ୍ବର୧୩ ଜିଲ୍ଲା ପରିଷଦ ସଦସ୍ୟା ଆଗ ଧାଡି ରେ

ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଜୋନ୍ ନଂ ୧୩ ର ଜିଲ୍ଲା ପରିଷଦ ସଭ୍ୟା ପଦବୀ ପାଇଁ ସର ଗରମ୍ ହେଉଛି । ଏକ ଶିକ୍ଷିତ ପରିବାର ର ଶିକ୍ଷିତ ବହୁ ହୋଇ ଜନ ସେବା କୁ ନିଜ ଆଦର୍ଶ ଭାବେ ଗଢି ତୋଳି ସାମାଜ ସେବାରେ ଯୋଗଦାନ କରିଛନ୍ତି । ଶ୍ରୀମତୀ ତନିମା ସୂପକାର ନୂଆପଡ଼ା ଜିଲ୍ଲା ରେ ସିନାପାଲି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ, ଦାଦନ ସମସ୍ୟା ପାଇଁ ସିନାପାଲି ରାଜ୍ୟ , ଦେଶ ଓ ପୃଥିବୀ ରେ କୁ ପରିଚିତ। ଜଣେ ଉଚ୍ଚ ଶିକ୍ଷିତା ଆଇନ୍ ଛାତ୍ରୀ ସଂକଳ୍ପ ସହିତ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଭାବରେ ମନୋନୀତ ହେଲେ ଗୁଣାତ୍ମକ ଶିକ୍ଷା, ଜଳ ସେଚନ, ଦାଦନ ସମସ୍ୟା, ଗମନାଗମନ ଏବଂ ପ୍ରତ୍ୟେକ ଆଇନ୍ ସେବା ଉପଲବ୍ଧ କରାଇବା ତାଙ୍କର ପ୍ରଥମ ଲକ୍ଷ୍ୟ। ଗରିବ ନିଷ୍ପେସିତ, ଦଳିତ, ଆଦିବାସୀ, ଯୁବ ସମାଜ, ମହିଳା , ଶିକ୍ଷାର୍ଥୀଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ଶ୍ରୀମତୀ ତନିମା ସୂପକାର ସଂକଳ୍ପ ବଦ୍ଧ। ଆପଣ ମାନେ ବିଚାର କରନ୍ତୁ ଜଣେ ଉଚ୍ଚ ଶିକ୍ଷିତା ମହିଳାଙ୍କ ଅଞ୍ଚଳର ପ୍ରତ୍ୟେକ ବିକାଶରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆଣିବେ, ବୋଲି ଦୃଢ ଆଶା ଓ ବିଶ୍ବାସ ରଖି ପ୍ରାର୍ଥୀ ଙ୍କୁ ଗୁଣାତ୍ମକ ତୁଳନା କରି ବିଚାର୍ କରନ୍ତୁ, ମୁଁ ସାଧାରଣ ଜନତା ର ସ୍ଵର ଓ ଆୱାଜ୍ ହୋଇ ଆପଣଙ୍କ ସାଙ୍ଗରେ ମିଶି ଆପଙ୍କର ଅଧିକାର ପାଇଁ ସଦା ସର୍ବଦା ସାଥି ହୋଇ ରହିବିି  ବୋଲି ସେ ପ୍ରକାଶ କରିଛନ୍ତି   । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବିଦ୍ୟାଧର ମହାନ୍ତ ଙ୍କ କବିତା – ସୁମନ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ଫୁଣ୍ଡେଳପଡା ଠାରେ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort