ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

୨୪ ଘଣ୍ଟା ରେ ଦୁଇ ସରପଞ୍ଚ ପ୍ରାର୍ଥୀ ଗୁରୁତ୍ବର ଆହତ , ଚିକିତ୍ସା ପାଇଁ ସ୍ଥାନାନ୍ତରିତ

 ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ରେ ଶନିବାର ଦିନ ଜଣେ ସରପଞ୍ଚ ପ୍ରାଥି ଗୁରୁତର ହୋଇ ଚିକିତ୍ସା ହେଉଥିବା ବେଳେ ଶନିବାର ମଧ୍ୟ ରାତ୍ରରେ ଆଉ ଜଣେ ସରପଞ୍ଚ ପ୍ରାର୍ଥୀ ନିର୍ବାଚନ ପ୍ରତିଦ୍ବନ୍ଦିତା କରୁଥିବା ବେଳେତାଙ୍କୁ ଗୁରୁତ୍ବର ଭାବରେ ଉଦ୍ଧାର କରିଛନ୍ତି। ରିତେଶ ବାଗ ନାମକ ସରପଞ୍ଚ ପ୍ରାର୍ଥୀ ରାତ୍ରିରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ପଛ ପଟେ ପଡ଼ିଥିଲେ। ତାଙ୍କ ମୋବାଇଲ ଲାଇଟ ଜଳୁଥିବା ଦେଖି ଗ୍ରାମବାସୀ ଓ ପରିବାର ଲୋକେ ତାଙ୍କୁ ଉଦ୍ଧାର କରିଥିଲେ। ପ୍ରଥମେ ଖଡ଼ିଆଳ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ପରେ ଖଡ଼ିଆଳ ମିଶନରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି। ଖଡ଼ିଆଳ ମିଶନ ରୁ ତାଙ୍କୁ ପଡୋଶୀ ରାଜ୍ୟ ରାୟପୁର କୁ ସ୍ଥାନାନ୍ତର କରାଯିବା ପାଇଁ ଡାକ୍ତର ପରାମର୍ଶ କରିଛନ୍ତି । ଏହା ଏକ ନିର୍ବାଚନୀ ହିଂସା ହୋଇଥାଏ ବୋଲି ସନ୍ଧେହ କରାଯାଉଅଛି। ଖଡ଼ିଆଳ ଥାନାରେ ଅଭିଯୋଗ ପରେ ଘଟଣାର ତଦନ୍ତ ଚାଲିଛି।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କନକ ମଞ୍ଜରୀ ଇନଷ୍ଟିଚ୍ୟୁଟ ଅଫ ଫାର୍ମାସିଷ୍ଟକାଲ ସାଇନ୍ସର ୧୯୮୮ ମସିହା ବ୍ୟାଚର ବନ୍ଧୁ ମିଳନ

Sunil Chandra Nayak

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ କବିତା ଜଗା କୁ ଜ୍ଵର

Sunil Chandra Nayak

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ହଜିଲା ଦରବ:–ଅଧ୍ୟାୟ-୯

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort