ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅନ୍ତଜିଲ୍ଲା କ୍ରିକେଟ ଟୁର୍ନାମେଣ୍ଟ

 ଦ୍ୱିତୀୟ ଦିନ ଖେଳରେ ଜେକେପୁର ବିଜୟ 

ଜୁନାଗଡ଼ ୨୫/୩ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର ସ୍ଥିତ ଭୈରବ ଖେଳ ପଡିଆ ଠାରେ ସ୍ୱର୍ଗତ ମହେଶ୍ୱର ବରାଡ଼ ଙ୍କ ସ୍ମୃତି ଉଧେଶ୍ୟରେ ଅନ୍ତଜିଲ୍ଲା କ୍ରିକେଟ ଟୁର୍ନାମେଣ୍ଟ ଦ୍ୱତୀୟ ଦିନ ଖେଳରେ ଜୁନାଗଡ଼କୁ ହରାଇ ଜେକେପୁର ଦଳ ବିଜୟୀ ହୋଇ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି lଏହି ଅବସରରେ ଅତିଥି ଭାବରେ ନିୟୁ ରେଡ଼ ଷ୍ଟାର ସ୍ପୋର୍ଟସ କ୍ଲବ ସମ୍ପାଦକ କାଳିନ୍ଦ୍ରି ପାଣିଗ୍ରାହୀ ଓ ସାମ୍ବାଦିକ ରାକେଶ ବେମାଲ ଯୋଗ ଦେଇଥିଲେ l ଦ୍ୱତୀୟ ଦିନ ଜୁନାଗଡ଼ ରେଡ଼ ଷ୍ଟାର ସ୍ପୋର୍ଟସ କ୍ଲବ ଏବଂ ଜେକେ ସ୍ପୋର୍ଟସ କ୍ଲବ ଜେକେପୁର ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା lଟସ ଜିଣି ପ୍ରଥମେ ଜୁନାଗଡ଼ ଦଳ ବେଟିଂ ନେଇଥିଲେ lଏଥିରେ ଜୁନାଗଡ଼ ବେଟିଂ କରି ୨୬ଓଭର ରେ ୧୦ ୱେକେଟ ହରାଇ1୧୫୬

 ରନ ସଂଗ୍ରହ କରିଥିଲେ lଜବାବ ରେ ଜେକେପୁର ଦଳ ୨୪ ଓଭର ରେ ୬ ୱେକେଟ ହରାଇ ବିଜୟ ଲାଭ କରିଥିଲେ l ଜେକେ ପୁର ଦଳ ର ଅରୁଣ ଶବର ମ୍ୟାନଅଫ ଦି ମ୍ୟାଚ ହାସଲ କରିଥିଲେ l ଏହି ମ୍ୟାଚ ରେ ଭବାନୀପାଟଣା ର ଅଶୋକ ସlହାଣୀ ଏବଂ ଜୟପୁର ର ଅସିତ ପଟ୍ଟନାଏକ ଆମପାୟରିଂ କରିଥିବା ବେଳେ ସତୀଶ ପ୍ରଧାନ, ଏବଂ ବିନୟ ସାହୁ ଧlରlବିବରଣୀ ପ୍ରଦାନ କରିଥିଲେ l ସ୍କୋରର ଭାବେ ରୀତିକ ବେହେରା, ଅମିତ ଗୁପ୍ତ ଏବଂ ସୁଜଳ ଦଳପତି ଦାୟିତ୍ବ ତୁଲାଇଥିଲେ lଏଥିରେ ନିୟୁ ରେଡ଼ ଷ୍ଟାର ସ୍ପୋର୍ଟସ କ୍ଲବ ର ହିମାଂଶୁ ବରାଡ଼, , ସମୀର ସାହୁ, ସରୋଜ ପଣ୍ଡା ପ୍ରମୁଖ ସହଯୋଗ କରିଥିବା ବେଳେ ଦିଲୀପ ପଣ୍ଡା , ମାନସ ସାହୁ, ଜସକେତନ ପରିଡା, କନେଇ ରାହୁଲ,ଏବଂ ରମଣୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l ଜୁନାଗଡ ରୁ ନରେନ୍ଦ୍ର ଖିିତି ଙ୍କ ରିପୋର୍ଟ ।

Related posts

ଅର୍ଦ୍ଧେନ୍ଦୁ ଦାସ ଙ୍କୁ ଗିରଫ ର ପ୍ରତିବାଦ ରେ କୋକସରା ବ୍ଲକ ପ୍ରେସ କ୍ଲବ ପକ୍ଷରୁ ଦାବିପତ୍ର ପ୍ରଦାନ

ସୁକାନ୍ତ ଖଣ୍ଡା ଙ୍କ କବିତା ଖରା

Sunil Chandra Nayak

ପାଳିତ ହେଲା ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort