ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

୨ୟ ଦିବସ  ଜିଲ୍ଳାପରିଷଦ ଫଳାଫଳରୁ ବିଜେଡି ୧୨ ଟି ଆସନ ଓ କଂଗ୍ରେସ ୧ ଗୋଟି ବିଜୟୀ

ଭବାନିପଟଣା -:କଳାହାଣ୍ଡି ଜିଲ୍ଲାରେ ଗତ ତ୍ରିସ୍ତରୀୟ ନିର୍ବାଚନରେ ଜିଲ୍ଳାପରିଷଦ ୨ୟ ଦିବସ ଫଳା ଫଳରୁ ବିଜେଡି ୧୨ଟି ଆସନ ନେଇଥିବା ବେଳେ କଂଗ୍ରେସ କୁ ୧ଟି ଆସନ ମିଳିଛି। ମିଳିଥିବା ସୂଚନା ଅନୁସାରେ ଜଣାପଡିଛି ଯେ, ରାମପୁର ଜିଲ୍ଳାପରିଷଦ ୨- ନମ୍ବର ଜୋନରେ ଟୁନୀ ଖୋସ୍ଳା ବିଜୟୀ ହୋଇଛନ୍ତି। କର୍ଲାମୁଣ୍ତା ବ୍ଳକରେ କଂଗ୍ରେସ ସପକ୍ଷରେ ଯାଇଥିବା ବେଳେ ପ୍ରାର୍ଥ ସୁରେଶ ଚୌଧୁରୀ ବିଜୟୀ ହୋଇଛନ୍ତି। କେସିଙ୍ଗା ବ୍ଳକର ୨- ନମ୍ବର ଜୋନର ବିଜେଡି ପ୍ରାର୍ଥୀ ନରୋତ୍ତମ ଭାଟି ବିଜୟ ହୋଇଛନ୍ତି, ନର୍ଲାବ୍ଳକର ୨- ନମ୍ବର ଜୋନର ବିଜେଡି ପ୍ରାର୍ଥୀ ହରିଶଙ୍କର ମାଝୀ ନେଇଛନ୍ତି। ଲାଞ୍ଜିଗଡ ବ୍ଳକର ୨- ନମ୍ବର ଜୋନରେ ବିଜେଡ଼ି ପ୍ରାର୍ଥୀ ପରୀକ୍ଷିତ ନାଏକ ବିଜୟୀ ହୋଇଛନ୍ତି, ମଦନପୁର ରାମପୁର ବ୍ଳକର ୨- ଜୋନରେ ବିଜେଡି ପ୍ରାର୍ଥୀ ମଞ୍ଜୁଲତା ଧରୁଆ ବିଜୟ ହୋଇଛନ୍ତି। ଧର୍ମଗଡ ବ୍ଳକର ୨- ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ଶଙ୍କର ପ୍ରସାଦ ଯୁଇଡ୍ ବିଜୟୀ ହୋଇଛନ୍ତି। ଭବାନୀପାଟଣା ବ୍ଳକର ୨- ନମ୍ବର ଜୋନର ବିଜେଡି ପ୍ରାର୍ଥୀ ଦୟାନିଧି ନାଏକ ବିଜୟୀ ହୋଇଛନ୍ତି। ଗୋଲାମୁଣ୍ତା ବ୍ଳକର ୨- ନମ୍ବର ଜୋନରୁ ସରିତା ମାଝୀ ବିଜୟୀ ହୋଇଛନ୍ତି। ଶାମୁକା ରାଣୀ କୁମାର ବିଜେଡି ପ୍ରାର୍ଥୀ ଜୁନାଗଡ ବ୍ଳକରୁ ବିଜୟୀ ହୋଇଛନ୍ତି। କଲମପୁର ବ୍ଳକର ୨- ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ନିବେଦିତା ହଂସ ବିଜୟୀ ହୋଇଛନ୍ତି। କୋକସରା ବ୍ଳକର ୨- ନମ୍ବର ଜୋନରୁ ବିଜେଡି ପ୍ରାର୍ଥୀ ତ୍ରିନାଥ ବାଗ ଆସନ ହାସଲ କରିଛନ୍ତି। ଜୟପାଟଣା ବ୍ଳକର ୨- ନମ୍ବର ଜୋନର ବିଜେଡି ପ୍ରାର୍ଥୀ ଦେବ ପୁଝାରୀ ବିଜୟୀ ହୋଇଥିବା ଜଣାପଡିଛି। ମ ନି ସ

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Sunil Chandra Nayak

ଢଙ୍କସରରେ ଗୋଷ୍ଟାଷ୍ଟମୀ ପୂଜା ଉତଯାପିତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort