ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଥୁଆମୂଳ ରାମପୁର ବ୍ଳକ ଅଧ୍ଯକ୍ଷ ଆସନ ପାଇଁ କଂଗ୍ରେସ ଓ ବିଜେଡିଙ୍କ ମଧ୍ୟରେ ଛକାପଞ୍ଜା

ଥୁଆମୂଳ ରାମପୁର:୬/୩- (ମ.ନି.ସ):- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇ ଫଳାପଳ ଘୋଷଣା ହୋଇସାରିଛି, ଏଥିରେ ସରପଞ୍ଚ, ସମିତି ଓ ଓ୍ବାର୍ଡମେମ୍ବର ଙ୍କର ବିଜୟୀ ପ୍ରାର୍ଥୀ ଙ୍କ ନାମ ତାଲିକାରେ ବାହାରି ସାରିଛି। ତେବେ ଆଉ ଏଥିରେ ବାକି ରହିଲା ନାଏବ ସରପଞ୍ଚ,ବ୍ଳକ ଉପାଧ୍ୟକ୍ଷ ଓ ବ୍ଳକ ଅଧ୍ଯକ୍ଷ ପଦ ପାଇଁ ହେବ ନିର୍ବାଚନ, ତେବେ ଦଳଙ୍କ ମଧ୍ୟରେ ବ୍ଳକ ଅଧ୍ଯକ୍ଷ ଆସନ ହାତେଇବା ନେଇ ଜୋରଦାର ଭାବରେ ପ୍ରସ୍ତୁତି ଚଳାଇଥିବା ଜଣାପଡିଛି। ବିଶେଷ କରି ଥୁଆମୂଳ ରାମପୁର ବ୍ଳକରେ ଅଧିକ ତାହାର ପ୍ରଭାବ ପକେବ ବୋଲି ରାଜନୈତିକ ଦଳଙ୍କ ମହଲରେ ଆଲୋଚନା ଜୋରଧରିଛି। ବ୍ଳକର ଅଧ୍ଯକ୍ଷ ଓ ଉପାଧ୍ୟକ୍ଷ ପଦ ହାସଳ କରିବା ନେଇ କଂଗ୍ରେସ ଓ ବିଜେଡି ଦଳଙ୍କ ମଧ୍ୟରେ ଜୋରଦାର ଭାବରେ ଛକାପଞ୍ଜା ଚଳେଇଥିବା ବିଷୟରେ ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି। ଏନେଇ ସମିତି ସଭ୍ଯ ପ୍ରାର୍ଥୀଙ୍କୁ ଅଜ୍ଞାତ ବାସ କରିବାକୁ ପଡିଛି। ଅଧ୍ଯକ୍ଷ ଓ ଉପାଧ୍ୟକ୍ଷ ଆସନ ପାଇଁ କଂଗ୍ରେସ କାହାକୁ ଦେବ ଓ ବିଜେଡି କାହାକୁ ଦେବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ବେଳେ କଂଗ୍ରେସ ପକ୍ଷରୁ ଥୁଆମୂଳ ରାମପୁର ବ୍ଳକର ଦୌପଦୀ ମାଝୀ ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ପର୍ବତନ ବ୍ଳକ ଅଧ୍ଯକ୍ଷା ଭାବରେ ଅବସ୍ଥାନ କରିଥିଲେ । ଥୁଆମୂଳ ରାମପୁର ବ୍ଳକ କଂଗ୍ରେସ କମିଟି ପକ୍ଷରୁ ଦୌପଦୀ ମାଝୀଙ୍କ ନାମ ଅଧ୍ଯକ୍ଷ ପଦ ପାଇଁ ଆଗରେ ରହିଛି। ଅନ୍ଯପକ୍ଷରେ ବାକି ରହିଲା ଥୁଆମୂଳ ରାମପୁର ବ୍ଳକର ବିଜେଡି ଦଳ ପକ୍ଷରୁ ଅଧ୍ଯକ୍ଷ ଆସନ କାହାକୁ ଓ ଉପାଧ୍ୟକ୍ଷ ଆସନ କାହାକୁ ଦିଆଯିବ ସେବିଷୟରେ ସୁନିଶ୍ଚିତ କରିନଥିବା ଜଣାପଡିଛି। ଗତ ୨୦୧୭ ମସିହା ନିର୍ବାଚନରେ ବ୍ଳକ ଅଧ୍ଯକ୍ଷ ଆସନ ଆଦିବାସୀ ମହିଳାଙ୍କ ପାଇଁ ସଂରକ୍ଷଣ ରହିଥିଲା ଏଥିରେ ବିଜେଡି ସମର୍ଥନରେ ଶ୍ରୀମତୀ ଶାନ୍ତି ମାଝୀ ଙ୍କୁ ଅଧ୍ଯକ୍ଷା ପଦରେ ଅଳଙ୍କୃତ କରାଯାଇଥିଲା। ଚଳିତ ୨୦୨୨ ନିର୍ବାଚନରେ ମଧ୍ୟ ବିଜେଡି ସହଯୋଗରେ ପୁଣି ଥରେ ବ୍ଳକ ଅଧ୍ଯକ୍ଷ ପଦ ହାସଳ କରିବା ନେଇ ପ୍ରୟାସ ଜାରି ରଖିଛନ୍ତି। ହେଲେ ବିଜେଡ଼ି ପକ୍ଷରୁ ଅଧ୍ଯକ୍ଷ ଓ ଉପାଧ୍ୟକ୍ଷ ପଦ କାହା ହାତରେ ଟେକି ଦେବେ ତାହା ସୁନିଶ୍ଚିତ କରିନଥିବା ବେଳେ ଦଳୀୟ ପ୍ରାର୍ଥୀ ଦୁଇଜଣ ରହିଛନ୍ତି, ଜଣେ ହେଲେ ଦୟାନିଧି ମାଝୀ ଯିଏକି ତଲମପଦର ଗ୍ରାମପଞ୍ଚାୟତରେ ନିଦ୍ବର୍ନ୍ଦରେ ସମିତିରେ ନିର୍ବାଚିତ ହୋଇଛନ୍ତି, ଆଉ ଜଣେ ହେଲେ ବଡଛତରଙ୍ଗ ଗ୍ରାମପଞ୍ଚାୟତ ର ସମିତି ସଭ୍ଯ ଭାବେ ନିଦ୍ବର୍ନ୍ଦରେ ନିର୍ବାଚିତ ହୋଇଥିବା ଜୟନ୍ତୀ ମାଝୀ। ଦଳ ଏହି ଦୁଇ ଜଣଙ୍କ ଉପରେ ନିର୍ଭର କରୁଥିବା ବେଳେ କାହାକୁ ଅଧ୍ଯକ୍ଷ ଓ କାହାକୁ ଉପାଧ୍ୟକ୍ଷ କରିବ ଦ୍ବର୍ନ୍ଦରେ ପଡିଯାଇଥିବା ଜଣାପଡିଛି। ତେବେ ଆସନ୍ତା ଅଧ୍ଯକ୍ଷ ଓ ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବାକୁ ଯାଉଛି ସେସମୟକୁ ହିଁ ଅପେକ୍ଷା କରିବାକୁ ପଡିବ ଯେ, କଂଗ୍ରେସ ପକ୍ଷ କୁ ଯାଉଛି ନା ବିଜେଡି ପକ୍ଷ କୁ ଯାଉଛି ତାହା ଦେଖିବାକୁ ବାକି ରହିଲା

Related posts

ଜ୍ୟୋସ୍ନା ରାଣୀ ଦେବୀ ଙ୍କ କବିତା ପ୍ରତିଛବି

Sunil Chandra Nayak

କରଞ୍ଜକୋଟ ଡ୍ୟାମ ଠାରେ ବିଜେପିର ସାଂଗଠନିକ ବୈଠକ

ସରପଞ୍ଚ ହେବ ତ ଏମିତି… 

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort