ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଉରକେଲା ରେ ରେଳ ଡିଭିଜନ ଓ ୪ସି ବିମାନବନ୍ଦର ଦାବିରେ ମିଳିତ ବିକ୍ଷୋଭ

ରାଉରକେଲା/ ରାଉରକେଲାରେ ରେଳ ଡିଭିଜନ ଓ ୪ସି ବିମାନବନ୍ଦର ଲାଇସେନ୍ସ ଦାବିରେ ରାଉରକେଲା ର ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସଂଗଠନ ଓ ସମାଜସେବୀ ମିଳିତ ଭାବେ ବିର୍ସା ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାଉରକେଲା ବିକାଶ ମଞ୍ଚର ଆବାହକ ଡଃ ସୁମନ ଦତ୍ତଙ୍କ ଆବାହକତ୍ବ ଓ ବରିଷ୍ଠ ବିଜେଡି ନେତା ଆନନ୍ଦଚନ୍ଦ୍ର ମହାନ୍ତି ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବିଧାୟକ ସାରଦା ପ୍ରସାଦ ନାୟକ,ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ପ୍ରଭାତ ମହାପାତ୍ର, ରାଉରକେଲା ଶ୍ରମିକ ସଂଘର କାର୍ଯ୍ୟକାରୀ ସଭାପତି ହରିହର ରାଉତରାୟ,ସଚେତନ ନାଗରିକ ମଞ୍ଚ ର ସାଧାରଣ ସଂପାଦକ ପି ପି ରାୟ, ବିଜେଡି ନେତା ଆର୍ତ୍ତତ୍ରାଣ ମହାରଣା, ଗଗନ ପଣ୍ଡା, ଗୌତମ ବଡା,ରାଜେନ୍ଦ୍ର କୁଜୁର, ସାମାଜିକ କର୍ମୀ ପଶୁପତିନାଥ ଚାଟାର୍ଜୀ, ସିପିଏମ୍ ନେତା ଜାହାଙ୍ଗୀର ଅଲ୍ଲୀ, ସୁରେନ୍ଦ୍ର ଦାଶ, ରେଳ ଓ ସଡକ ବ୍ୟବହାରକାରୀ ସଂଘର ଅମୂଲ୍ୟ ଚରଣ ବରାଳ, ଉତ୍ତର ଓଡିଶା ରେଳ ସମନ୍ବୟ ସମିତିର ସାଧାରଣ ସଂପାଦକ ସଂଗ୍ରାମ କେଶରୀ ମହାନ୍ତି, ଶିଳ୍ପାଞ୍ଚଳ ଶ୍ରମିକ ସଭାର ଦିଗମ୍ବର ମହାନ୍ତି, ସେଭ ରାଉରକେଲାର ସୁପ୍ରତିକ ମିଶ୍ର ବକ୍ତବ୍ଯ ରଖି ରାଉରକେଲାବାସୀଙ୍କର ଏହି ଦାବି ଯଥାର୍ଥ ବୋଲି ମତ ରଖିଥିଲେ। ଏହାକୁ ନେଇ ମିଳିତ ଆନ୍ଦୋଳନ ଉପରେ ଗୁରୁତ୍ୱାରୋପ କରିଥିଲେ। ରାଉରକେଲା ସହରର ଗୁରୁତ୍ୱ ଓ ଆବଶ୍ୟକତା ଦୃଷ୍ଟିରୁ ଏହି ଦୁଇଟି ଦାବି ସଂପର୍କରେ ସରକାରଙ୍କ ନିକଟରେ ଦୃଢ ଦାବି ଉପସ୍ଥାପିତ କରାଯିବା ସହିତ ଏହାକୁ ହାସଲ କରିବା ପାଇଁ ସକଳ ସ୍ତରରେ ଉଦ୍ୟମ ହେବାର ଆବଶ୍ୟକତା ଉପରେ ନେତୃବୃନ୍ଦ ମତ ଦେଇଥିଲେ। ଶେଷରେ ଆବାହକ ଶ୍ରୀ ଦତ୍ତ ଦାବି ପୂରଣ ପାଇଁ ସମସ୍ତଙ୍କ ସହଯୋଗ କାମନା କରିବା ସହିତ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟବ୍ୟସ୍ତତା ଯୋଗୁଁ ଅନୁପସ୍ଥିତ ଥିବା ବହୁ ନେତୃବୃନ୍ଦ ସମସ୍ତ ଦାବି ପ୍ରତି ସେମାନଙ୍କର ସମର୍ଥନ ରହିଥିବା ଆବାହକଙ୍କୁ ଜଣାଇଥିବା ବେଳେ ବିଭିନ୍ନ ରାଜନୈତିକ ଦଳର କର୍ମୀ ଓ ବିଭିନ୍ନ ସଂଗଠନର ସଦସ୍ୟ ମାନେ ଏଥିରେ ଯୋଗଦେଇ ଥିଲେ। କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ ।

Related posts

ସାହିତ୍ୟ ଅଗଣା

Sunil Chandra Nayak

କାଉଡି ଯାତ୍ରାର ସୁପରିଚାଳନା ନିମନ୍ତେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

Sunil Chandra Nayak

ମିନଗୁର ଗ୍ରାମପଞ୍ଚାୟତ ସରପଞ୍ଚ ଭାବେ ନିହାରୀକା ବେହେରା ଆସନ ଅକ୍ତିଆର କଲେ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort