ଭବାନୀପାଟଣା:୭/୩- ମ.ସି.ହା:- ଚଳିତ ମାସ ୨୪ ତାରିଖ ଦିନ କଳାହାଣ୍ଡି ଜିଲ୍ଲାରେ ପୌର ନିର୍ବାଚନ ହେବାକୁଥିବା ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ କାର୍ଯ୍ଯ ଶେଷ ହୋଇଯାଇଛି। ମିଳିଥିବା ସୂଚନା ଅନୁସାରେ ଜଣାପଡିଛି ଯେ, କେସିଙ୍ଗା ଏନ୍ ଏ ସି ଚ୍ଯାଆରମେନ୍ଆସନ ପାଇଁ ୫ ଜଣ ପ୍ରାର୍ଥୀ ଓ କାଉନସିଲର ପ୍ରାର୍ଥୀ ୪୦ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି, ସେହିପରି ଜୁନାଗଡ ଏନ୍ ଏ ସି ରେ ୪ ଜଣ ପ୍ରାର୍ଥୀ ଓ କାଉନସିଲର ଆସନ ପାଇଁ ୩୭ ଜଣ ପ୍ରାର୍ଥୀ ପ୍ରାର୍ଥୀ ପତ୍ର ଦାଖଲ କରାଯାଇଛି ,ଧର୍ମଗଡ NAC ପାଇଁ ଚ୍ଯାଆରପରସନ ୪ ଜଣ ଓ କାଉନସିଲର ପାଇଁ ୪୨ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛ ,ଭବାନୀପାଟଣା ମ୍ଯୁନିସିପାଲିଟି ଚ୍ଯାଆରପରସନ ୮ ଜଣ ପ୍ରାର୍ଥୀ ଓ କାଉନସିଲର ପାଇଁ ୮୩ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି।