ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସିଆରପିଏଫ୍ ୬୪ ବାଟାଲିୟନ ପକ୍ଷରୁ ଜନସଂପର୍କ ଶିବିର ଅନୁଷ୍ଠିତ

ଲାଞ୍ଜିଗଡ଼,୧୦/୦୩(ନି.ପ୍ର)-ମାଓପ୍ରବଣ ଅଞ୍ଚଳରେ ଲୋକଙ୍କ ବିଶ୍ବାସଭାଜନ ହେବା ସହିତ ବାମପନ୍ଥୀଙ୍କ ହିଂସାରୁ ଅଞ୍ଚଳକୁ ମୁକ୍ତ କରିବା ଓ ବ୍ୟାପକ ଜନସଚେତନତା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ଜନସଂପର୍କ ଶିବିର ମାନ ଆୟୋଜନ କରାଯାଉଛି ! ଏହିକ୍ରମରେ ଆଜି ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଧ ଗ୍ରାମପଞ୍ଚାୟତର ଜନାଙ୍ଗପେଟା, ଇରକୁଲି ଓ ଲାଞ୍ଜିଗଡ଼ରୋଡ଼ ଗ୍ରାମପଞ୍ଚାୟତର କିଡିଙ୍ଗ, ମାଡିବନ୍ଧା, କାଉଗୁଡ଼ାର ଜନସାଧାରଣଙ୍କୁ ନେଇ ସିଆରପିଏଫ୍ ୬୪ ବାଟାଲିୟନ ସିକେରକୁପା କ୍ୟାମ୍ପ୍ ପକ୍ଷରୁ ଜନସଂପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପରୋକ୍ତ ଗାଁଗୁଡ଼ିକରୁ ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଥିଲେ । ମୁଖ୍ୟଅତିଥି ଭାବେ ସେକେଣ୍ଡ ଇନ୍ କମାଣ୍ଡ ଧୈର୍ୟପାଲ ସିଂହ, ସମ୍ମାନିତ ଅତିଥି ଭାବେ ଅମର ସିଂହ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଓମ୍ ପ୍ରକାଶ, ଜି. ନବୀ, ପୋଖରୀବନ୍ଧ ସରପଞ୍ଚ ସୁନୀତା ମାଝୀ, ଲାଞ୍ଜିଗଡ଼ ରୋଡ଼ ସରପଞ୍ଚ ମମତା ଶବର ପ୍ରମୁଖ ଯୋଗ ଦେଇଥିଲେ । ଆୟୋଜିତ ଶିବିରରେ ଅଞ୍ଚଳବାସୀ ଜନସାଧାରଣଙ୍କୁ ୧୦୦ଟି ରେଡ଼ିଓସେଟ୍ ଦିଆଯାଇଥିଲା । ଆୟୋଜିତ ଶିବିରକୁ କ୍ୟାମ୍ପ୍ ର ଯବାନମାନେ ପରିଚାଳନା କରିଥିଲେ । –ଲାଞ୍ଜିଗଡ଼ରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

କଣ୍ଡୁରୀ ଚରଣ ନାୟକ ଙ୍କ କବିତା ବାରବାଟୀ ଚାଷ 

ମଦ ଓ ଗଞ୍ଜେଇ ଜବତ

Sunil Chandra Nayak

ସୋଲାର ପମ୍ପ ସଜାଡିଦେଲେ ଓ୍ବାର୍ଡ ମେମ୍ବର ପ୍ରାର୍ଥିନି

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort