ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ହାପି ମୋମେନ୍ଟସ୍ ଦ୍ବାରା ଆନ୍ତର୍ଜାତୀୟ ମହିଳା ଦିବସ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ରାଉରକେଲା/ ସାମାଜିକ ଅନୁଷ୍ଠାନ ହାପି ମୋମେନ୍ଟସ୍ ଇଣ୍ଡିଆ ଓ ଇଣ୍ଡିଆନ ବିଉଟିସିଆନ ୱେଲଫେୟାର ଆସୋସିଏସନ୍ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ଓ ଲିଡରସିପ ଆୱର୍ଡ ୨୦୨୨ କାର୍ଯ୍ୟକ୍ରମ ରାଧିକା ରିଜେନ୍ସି ଠାରେ ଅନୁଷ୍ଠିତ ହୋଇଯାଇଛି। ହାପି ମୋମେନ୍ଟସ୍ ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଏନଆଇଟି ର ପ୍ରାକ୍ତନ ନିର୍ଦ୍ଦେଶକ ପ୍ରଫେସର ଡଃ ସୀମାଞ୍ଚଳ ପାଣିଗ୍ରାହୀ, ନରେଶ ଆର୍ଯ୍ୟ, ରୋଟାରୀଆନ କୁମାର ବେହେରା ଓ ରଂଜିତ୍ କୁମାର ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଆନ୍ତର୍ଜାତିକ ମହିଳା ଦିବସ ପାଳନର ଆବଶ୍ୟକତା ଓ ସଂପର୍କରେ ଆଲୋଚନା କରିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ଅନୁପ ମୋଦି, ଆଲୋକ ଜେନା, ଆକାଶ ନାୟକ, ରବର୍ଟ ହାଇଫିଲ, ମୋହନ ପଟ୍ଟନାୟକ, ସଂଜୟ ସାହୁ, ସୋନୁ ତନ୍ତୀ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ନାରୀମାନଙ୍କୁ ଉତ୍ସାହିତ କରିବ ବୋଲି ମତ ରଖିଥିଲେ।

ମୋନାଲିସା ସାହୁ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ପ୍ରାରମ୍ଭରେ ସାଇନି ନନ୍ଦ ଓ ତ୍ରିଶା ଏକାଡେମୀର ଦେବସ୍ମିତା ମହାନ୍ତିଙ୍କ ନେତୃତ୍ଵରେ ନୃତ୍ୟ ପରିବେଷଣ ଓ କନକଲତା ମିଶ୍ର, ଡଃ ସୁଚିତ୍ରା ମହାନ୍ତି ଓ ମିତା ପ୍ରଧାନ କବିତାପାଠ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗ୍ରେସି ଡେଭିଡ୍, ରଶ୍ମିତା ପଣ୍ଡା, ଗୌରୀ ନାଗ, ଡଃ ସୁଚିତ୍ରା ମହାନ୍ତି, ସ୍ନେହଲତା ବିଶୋଇ,ସସ୍ମିତା ପ୍ରଧାନ,ଝୁନୁ ନାୟକ, କନକଲତା ମିଶ୍ର, ସୁସ୍ମିତା ମହାପାତ୍ର, ମୌସୁମୀ ମହାନ୍ତି, ପ୍ରତିମା ସାହୁ,ଜ୍ୟୋତି ପଣ୍ଡା, ଦେବସ୍ମିତା ମହାନ୍ତି, ପ୍ରଜଳି ନାୟକ, ଲୀନା ବିଶ୍ବାଳ, ରାନୁ ମହାପାତ୍ର, ଶ୍ରୀଜିତ୍ କୌର,ସବିତା ପରିଡା,ମୋନାଲିସା ସାହୁ, ବିପ୍ଳବିନୀ ବେହେରା, ଜୟଶ୍ରୀ ଷଡଙ୍ଗୀ, ଯଶୋବନ୍ତୀ ପଣ୍ଡା, ସୋନି ପିଲାଇ,ସାଗରିକା ମହାନ୍ତି ପଟ୍ଟନାୟକ, ଆଶିଆନା ସିଂହ, ସୋହାନି ନନ୍ଦ, ସାଗରିକା ରାୟ ପ୍ରମୁଖଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ଶେଷରେ ଅଧ୍ୟକ୍ଷ ଶ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ଥୁଆମୂଳ ରାମପୁର ବ୍ଳକର ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନ ମାନଙ୍କରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ

Sunil Chandra Nayak

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷୟିତ୍ରୀଙ୍କ ଅକାଳ ବିୟୋଗରେ ଅଞ୍ଚଳରେ ଶୋକାକୂଳ ପରିବେଶ

Sunil Chandra Nayak

ଜଙ୍ଗଲ ଅଧିକାର କମିଟି ମହାସଂଘ ପକ୍ଷରୁ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort