ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅଗ୍ନି କାଣ୍ଡରେ ସପିଂ ମଲ୍ ଭସ୍ମୀଭୂତ ,ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ

ଜୁନାଗଡ଼,୧୭/୩. (ନି.ପ୍ର) କଳାହାଣ୍ଡି ର ବ୍ୟବସାୟିକ ସହର ଜୁନାଗଡ ର ପୁନମ ଏ ଟୁ ଜେଡ଼ ସପିଙ୍ଗ ମଲ ରେ ବୁଧବାର ରାତିରେ ଭୟାଭୟ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।ନିଆଁ ର ପ୍ରକୋପ ଏତେ ଭୟାନକ ଥିଲା ଯେ ଏହାକୁ ଲିଭାଇବା ପାଇଁ ଜିଲ୍ଲାର ୬ ଗୋଟି ଅଗ୍ନିଶମ କେନ୍ଦ୍ର କର୍ମଚାରୀ ଦୀର୍ଘ ୭ ଘଣ୍ଟା ରୁ ଉର୍ଦ୍ଧ୍ବ ସମୟ ଅକ୍ଲାନ୍ତ ପରିଶ୍ରମ କରି ନିଆଁ କୁ ଆୟତ୍ତ କରିଥିଲେ l ସୂଚନା ମୁତାବକ ଜୁନାଗଡ ସହର ର କଲମପୁର ଛକ ଗାୟତ୍ରୀ ମନ୍ଦିର ନିକଟରେ ଥିବା ତିନି ମହଲା ବିଶିଷ୍ଟ ଏ ଟୁ ଜେଡ ସପିଙ୍ଗ ମଲ ରେ ବୁଧବାର ରାତି ପ୍ରାୟ୯.୩୦ ସମୟରେ କୌଣସି କାରଣ ବଶତଃ ମଝି ମହଲା ରେ ନିଆଁ ଲାଗି ଯାଇଥିବା ଦେଖିବାକୁ ମିଳିଥିଲା l ନିକଟରେ ଥିବା ମଲ ର କିଛି ଲୋକ ଏହା ଦେଖି ମଲ ମାଲିକ ଏବଂ ଅଗ୍ନିଶମ ବିଭାଗ ଙ୍କୁ ଖବର ଦେଇଥିଲେ l । ଜୁନାଗଡ ପୋଲିସ ଏବଂ ଜୁନାଗଡ ଅଗ୍ନିଶମ ବାହିନୀ, ତୁରନ୍ତ ଘଟଣା ସ୍ଥଳକୁ ପହଞ୍ଚି ନିଆଁ କୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ଏହି ନିଆଁ ର ପ୍ରକୋପ ଏତେ ଭୟାନକ ଥିଲା ଯେ ଜୁନାଗଡ଼ ଅଗ୍ନିଶମ ବାହିନୀ ଏହାକୁ ଆୟତ୍ତ କରିବା ସମ୍ଭବ ପର ହୋଇ ନ ଥିଲା l ଏଣୁ ଜିଲ୍ଲାର ଭବାନୀପାଟଣା, ଧର୍ମଗଡ, କଲମପୁର, କୋକସରା ଆଦି ୬ଗୋଟି ସ୍ଥାନ ରୁ ଅଗ୍ନିଶମ ଗାଡି ଏବଂ ୩ଟି ପମ୍ପ ବ୍ୟବହୃତ ହୋଇଥିଲା lଦୀର୍ଘ ୭ଘଣ୍ଟା ର ଅପରେଶନ ପରେ ନିଆଁ ସମ୍ପୂର୍ଣ୍ଣ ରୂପେ ଆୟତ୍ତ ହୋଇଥିଲା l ମଲରେ ଖାଇବା ସାମଗ୍ରୀ ସହିତ ତେଲ, ପ୍ଲାଷ୍ଟିକ ଆଦି ସାମଗ୍ରୀ ଥିବା ହେତୁ ଧୂଆଁ ସହିତ ପ୍ରବଳ ମାତ୍ରାରେ ନିଆଁ ଲାଗିଥିବା ହେତୁ ଅଗ୍ନିଶମ ବାହିନୀକୁ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡ଼ିଥିଲା ପ୍ରବଳ ଧୂଆଁ ରେ ଉପର ମହଲା ରେ ଥିବା କପଡା ମଧ୍ଯ ନଷ୍ଟ ହୋଇଯାଇଥିବା ବେଳେ ପ୍ରବଳ ପାଣି ମାଡ଼ରେ ତଳ ମହଲାରେ ଥିବା କପଡ଼ା ସାମଗ୍ରୀ ମଧ୍ଯ ନଷ୍ଟ ହୋଇଥିବା ଜଣାଯାଇଛି ।

ନିଆଁ ଲାଗିବାର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିବା ବେଳେ ପ୍ରାୟ ୧ କୋଟି ର ସମ୍ପତ୍ତି ନଷ୍ଟ ହୋଇଥିବା ମଲ ମାଲିକ ସ୍ତାନୀୟ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି l ଏହି ଅପରେଶନରେ ଜୁନାଗଡ଼ ଅଗ୍ନିଶମ ଅଧିକାରୀ ଅପୂର୍ବ ରଞ୍ଜନ ସାହୁ, ଭବାନୀପାଟଣା ଡେପୁଟି ଫାୟାର ଅଫିସର୍ ଶରତ ଚନ୍ଦ୍ର ମଲିକ୍, ଭବାନୀପାଟଣା ଅଗ୍ନିଶମ ଅଧିକାରୀ ମନୋରଞ୍ଚନ ପାଢ଼ୀ, ଧର୍ମଗଡ ଅଗ୍ନିଶମ ଅଧିକାରୀ ରାଧୁଚରଣ ମଲିକ୍, ଶିବରାମ ବିଶ୍ଵାଳ, ଗୋବିନ୍ଦ ଚନ୍ଦ୍ର ବିଶ୍ଵାଳ, ଶଙ୍କର ତ୍ରିପାଠୀ, ଅନନ୍ତ ପଟେଲ, ଜଗଦୀଶ କାଣ୍ଡ, ଜିତେନ୍ଦ୍ର ପଟେଲ, ଉମାକାନ୍ତ ଜେନା, କୈଳାସ ବିଶୋୟୀ, ନୀଳାଞ୍ଚଳ ଗୈାଡ ପ୍ରମୁଖ ନିଆଁ ଲିଭା କାର୍ଯ୍ୟରେ ପ୍ରତ୍ୟକ୍ଷ ଭୂମିକା ଗ୍ରହଣ କରିଥିଲେ ।ଏହି ସପିଂ ମଲ ରେ ପ୍ରାୟ୩୦ରୁ ଉର୍ଦ୍ଧ୍ବ ଯୁବକ ଯୁବତୀ ନିଜର ଜୀବିକା ନିର୍ବାହ କରୁଥିଲେ l ନରେନ୍ଦ୍ର ଖିିତି ଙ୍କ ରିପୋର୍ଟ ।

Related posts

କବିତା – ଜାଗରଣ

Sunil Chandra Nayak

ଚନ୍ଦ୍ରକଳା ଦେବୀ ଙ୍କ କବିତା ବାହୁଡା଼ ଯାତ୍ରା                   

କବି ଭାରତୀ ସରିତା ମହାନ୍ତି ଙ୍କ କବିତା ଶୂନ୍ୟତା

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort