ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅନ୍ ଲାଇନରେ ” ପ୍ରେମ ଫଗୁଣ” କବିତା ଆସର ଆୟୋଜିତ

କାବ୍ୟ ଅନୁରକ୍ତି ନୂଆଦିଲ୍ଲୀ ତରଫରୁ ଦୋଳ ପୂର୍ଣ୍ଣିମା ଅବସରରେ ଏକ ଅନ୍ ଲାଇନ କବିତା ଆସର “ପ୍ରେମ ଫଗୁଣ” ଆୟୋଜିତ ହୋଇ ଯାଇଛି। ଏହି କବିତା ଆସରରେ ଓଡିଶାର ସୁନାମଧନ୍ୟ କବି କବୟତ୍ରୀମାନେ ଯୋଗଦାନ କରି ସ୍ବରଚିତ କବିତା ପାଠ କରିଥିଲେ । ପ୍ରେମ ଫଗୁଣ କବିତା ଆସରରେ କବି ସେନାପତି ପ୍ରଦ୍ୟୁମ୍ନ କେଶରୀ ସଭାପତିତ୍ବ କରି ଥିବା ବେଳେ କବି ଧନଞୟ ସ୍ବାଇଁ,କବି ବିମଳ ଜେନା, କବୀ ନର୍ମଦା ନୀଳୋତ୍ପଳା,କବି ଗୌରାଙ୍ଗ କୁମାର ସାହୁ, କବୀ ଶିଲା ତ୍ରିବେଦୀ,କବୀ ମାନିନୀ ମେହେର, କବି ଯଶୋଧାରା ଦାଶ,କବି ଡ.ଗୀତାଶ୍ରୀ ପ୍ରିୟମ୍ବଦା ଯୋଗଦାନ କରି ସ୍ବରଚିତ କବିତା ପାଠ କରିଥିଲେ । କାବ୍ୟ ଅନୁରକ୍ତିର ପ୍ରତିଷ୍ଠାତା କବୀ ଯଶୋଧାରା ଦାଶ କାବ୍ୟ ଅନୁରକ୍ତି ସଂପର୍କରେ ବିଶେଷ ବର୍ଣ୍ଣନା କରି ଥିବା ବେଳେ କବି ଧନଞୟ ସ୍ବାଇଁ ଦୋଳ ପୂର୍ଣ୍ଣମା ଓ ଆଜିର ଓଡିଆ କବିତା ସଂପର୍କରେ କହି ଥିଲେ । କଣ୍ଠଶିଳ୍ପୀ ସଞୟ କୁମାର ଦାସ ପ୍ରାରମ୍ଭିକ ସଙ୍ଗୀତ ଗାନ କରି ଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଲଗାଣ ବର୍ଷାରେ ଚିଚିଆ,ଖମାର ହଳଦି, ଟେମରି, ଦଶପୁର, ଫରଙ୍ଗ, ବୋରଗୁଡା ଓ ରଙ୍ଗସାପଲି ପଞ୍ଚାୟତ ଅଞ୍ଚଳ ଜଳମଗ୍ନ

Sunil Chandra Nayak

ଥୁଆମୂଳ ରାମପୁର ପଞ୍ଚାୟତ ସମିତି ପରିସରରେ ଥିବା ଶୌଚାଳୟର ଅବସ୍ଥା ଶୋଚନୀୟ 

ତେନ୍ତୁଳିଖୁଣ୍ଟି ବ୍ଲକ ରେ :ଦୂର୍ନୀତିନିବାରଣ ସପ୍ତାହ ଅବସରରେ ସାଧୁତା ର ଶପଥ ପାଠ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort