ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ହୋଲିପର୍ବ ଉପଲକ୍ଷେ ଗାୟତ୍ରୀ ଦୀପ ଯଜ୍ଞ ପାଳିଲେ ଗଇନ୍ଦିମୁଣ୍ଡା ବାସୀ

ଗୋଳାମୁଣ୍ଡା/ମସିହା/୧୯/୩/ ହିନ୍ଦୁ ଧର୍ମର ହୋଲି ଏକ ମହାନ ପର୍ବ। ,ଏହିଉପଲକ୍ଷେ ଆଜି ସାରା ରାଜ୍ୟରେ ହୋଲି ପର୍ବ ପାଳନ କରାଯାଇଥିବା ବେଳେ, ଏହି ପର୍ବ କୁ ଦୋଳପୁର୍ଣିମା ବା ହୋଲି ପର୍ବ ତଥା ରଙ୍ଗର ପର୍ବ ବୋଲି ମଧ୍ୟ ପାଳନ କରିଥାଆନ୍ତି,ଆଜି ଆମେ ଦେଖିବା କୁ ପାଇଛୁ ଯେ ଏକ ନୂତନ ଢଙ୍ଗରେ ପାଳନ କରିଛନ୍ତି ଗଇନ୍ଦିମୁଣ୍ଡା ଗ୍ରାମ ବାସୀ,ହୋଲିପୂର୍ବରୁ ଗତ ରାତ୍ରିରେ କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ସ୍ଥିତ ବୃନ୍ଦାବାହଲ ପଞ୍ଚାୟତ ଅଧୀନରେ ଥିବା ଗଇନ୍ଦିମୁଣ୍ଡା ଗ୍ରାମର ଗାୟତ୍ରୀ ପରିଜନ ଓ ଗ୍ରାମବାସୀ ତଥା ସାଧାରଣ ଜନତା ଏବଂ ରାଜନୀତିଜ୍ଞା ସମେତମିଶି ଦେଶର ମଙ୍ଗଳ କାମନା ସକାଶେ ଗାୟତ୍ରୀ ଦୀପଯଜ୍ଞ ଅନୁଷ୍ଠିତ ହୋଇଥିଲା। ଏହି ଦୀପଜଜ୍ଞରେ ଶତାଧିକ ଲୋକ ଉପସ୍ଥିତ ରହି ଥିବା ବେଳେ ଶତାଧିକ ଦୀପ ମଧ୍ୟ ପ୍ରଜଳିତ ହୋଇ ଥିଲା, ଏହି ଯଜ୍ଞା କାର୍ଯ୍ୟକ୍ରମ କରିବା ପାଇଁ ହାତିବନ୍ଦା ଶକ୍ତିପୀଠ ତରଫରୁ ଏବଂ ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ହରିଦ୍ୱାରଙ୍କ ଋଷିପୁତ୍ର ନାମଦେବ ସଦାନନ୍ଦ ଯାଦବ,କେଶବ ମେହେର,ମିନିକେତନଧୀବର, ସୈଲେସ ଅଗ୍ରୱାଲଙ୍କ ସମେତ ପରିଚାଳନା କରିଥିଲେ ହୋଲି ପର୍ବର ମାହାତ୍ମ୍ୟ ବିଷୟରେ ବର୍ଣ୍ଣନା କରିଥିଲେ , ତତ ସହିତ ବୃନ୍ଦାବାହଲ ପଞ୍ଚାୟତର ନବନିର୍ବାଚିତ ସରପଞ୍ଚଓ ସମାଜ ସେବୀ ଦିନେଶ କୁମାର ରାଉତ, ମାନଝରି ଗ୍ରାମପଂଚୟତର ନବନିର୍ବାଚିତ ସରପଞ୍ଚ ତଥା ଗାୟତ୍ରୀ ପରିବାରର ସ୍ୱୟଂସେବକ ଜଗଜୀବନ ଅଘରିଆ,ସୁବାଷ ଅଗ୍ରୱାଲ,ନୃପ ପଧାନୀ,ସୀମାନ ଭାଟି ପ୍ରମୁଖ ଉପସ୍ଥିତ ଥିବା ବେଳେ ଗଇନ୍ଦିମୁଣ୍ଡ ।ଗାୟତ୍ରୀପ୍ରଜ୍ଞା ପୀଠର ମହିଳା ମଣ୍ଡଳରୁ ମାଧୁରୀ ମାଝୀ,ସୁକାନ୍ତି ବଗର୍ତ୍ତି, ଜାନବି ମଲିକ, ଋକ୍ମୁଣି ବଗର୍ତ୍ତି,ଅକ୍ଷୟ ମାଝୀ, ଜଗନ୍ନାଥ ବଗର୍ତ୍ତୀ, ରଥମାଝୀ, ବୈଦହଂସ, ମହାବୀର ବଗର୍ତ୍ତୀ ବଳରାମ ହଂସ ପ୍ରମୁଖ ଏବଂ ଗ୍ରାମର ଶତାଧିକ ଗାୟତ୍ରୀ ପ୍ରେମୀ ଦୀପ ଯଜ୍ଞରେ ସାମିଲି ହୋଇଥିବା ବେଳେ କୈଳାସ ମାଝୀ କାର୍ଯ୍ୟ କ୍ରମର ଦାୟିତ୍ୱ ତୁଳାଇ ଥିବା ଅନୁମେୟ ହୋଇଥିଲା,।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ମସିହା,

Related posts

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା,ଓଡ଼ିଶାର କର୍ମକର୍ତ୍ତାଙ୍କ ନାମ ଘୋଷଣା

Sunil Chandra Nayak

ଗମ୍ଭାରୀଆ-ଜଗନ୍ନାଥପୁର ସ୍ଥାୟୀ ରାସ୍ତା ନିର୍ମାଣ ନେଇ ଗ୍ରାମବାସୀଙ୍କ ରାସ୍ତା ଅବରୋଧ

Sunil Chandra Nayak

କେସିଙ୍ଗାଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort