ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାରିମାଳ ୟୁଥ କ୍ଲବ ଆନୁକୂଲ୍ୟରେ ଆଞ୍ଚଳିକ ହକି ପ୍ରତିଯୋଗିତା

ପାରିମାଳ ୟୁଥ କ୍ଲବ ଆନୁକୂଲ୍ୟରେ ଆଞ୍ଚଳିକ ହକି ପ୍ରତିଯୋଗିତା

କାମାକ୍ଷାନଗର (ମନିସ )18/6/24 // କାମାକ୍ଷା ନଗର ଉପଖଣ୍ଡ ଅଁଳାବେରେନି ଖେଳ ପଡିଆରେ ହକି ପ୍ରତିଯୋଗିତା ଆୟୋଜିତ ହୋଇଥିଲା.ଏହି ପ୍ରତିଯୋଗିତା ରେ ସାତଟି ଟିମ ଭଗନେଇଥିଲେ. ଢେଙ୍କାନାଳ ସବ ଜୁନିଅର, ମହିଳା, ବାଳକ. ଯକ୍ଷୀରା, ବେଲଟିଗିରି,ପଣ୍ଡୁଆ ମହିଳା, ପୁରୁଷ ମାନେ ଭାଗନେଇ ଖେଳା ଯାଇଥିଲା. ସବ ଜୁନିଅର ପୁରୁଷ ରେ ଯଙ୍ଖରା ବିଜେତା, ଢେଙ୍କାନାଳ ପୁରୁଷ ରନର, ଢେଙ୍କାନାଳ ମହିଳା ଚମ୍ପିୟାନ, ପଣ୍ଡୁଆ ମହିଳା ରନର, ବରିଷ୍ଠ ଢେଙ୍କାନାଳ ପୁରୁଷ ଚମ୍ପିୟାନ, ପଣ୍ଡୁଆ ରନର ହୋଇଥିଲା.କୋଟଗାର ପଞ୍ଚାୟତ ର ବିଶିଷ୍ଠ ଖେଳ ପ୍ରେମୀ ଦିଗନ୍ତଜୋତି ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ ଖେଳ ku ଉଦଘାଟନ କରିଥିଲେ. ସାତଟି ଟିମ ର 110 ଜଣ ଖେଳାଳି ଙ୍କୁ ନେଇ ଢେଙ୍କାନାଳ ଜିଲ୍ଲା ରେ ଏକ ଦିବସିୟ ହକି ଖେଳ ହୋଇଥିଲା.ପାରିମାଳ ୟୁଥ କ୍ଲବ ଆନୁକୂଲ୍ୟରେ ଆଞ୍ଚଳିକ ହକି ପ୍ରତିଯୋଗିତା ଲକ୍ଷ୍ୟ କେବଳ Target ରେ cricket ଭଳି ହକି ମଧ୍ୟ ଜାତୀୟ ସ୍ତରରେ ଏହି ଅଂଚଳ ଖେଳାଳି ଙ୍କୁ ପହଂଚାଇବା.ପାରିମାଳ ୟୁଥ କ୍ଲବ ର ବରିଷ୍ଠ ସଦସ୍ୟ ଶ୍ରୀମନ୍ତ କୁମାର ସାହୁ ବକ୍ତବ୍ୟ ରେ କହିଲେ ସବୁ ପ୍ରକାର ସହଯୋଗ କରିବେ , ସୁନୀଲ ମିଶ୍ର, ମହେଶ ଦେହୁରୀ, ବିବେକା ନାୟକ ଙ୍କ ପ୍ରୟାସ ପାଇଁ ଜିଲ୍ଲା ରେ ଏହି ଆଜିର ପରିଯୋଗୀତା ହକି ଖେଳାଳି ଙ୍କୁ ଉତ୍ସାହ କରିବ. ପାରିମାଳ ୟୁଥ କ୍ଲବ ର ବରିଷ୍ଟ ସଦସ୍ୟ ତଥା ବିଶିଷ୍ଟ ସମାଜସେବୀ, ସାମ୍ବାଦିକ ପର୍ଶୁରାମ ମହାଭୋଇ ଅତିଥି ଭାବେ ଯୋଗଦେଇ ଖେଳ ଶେଷରେ ଖେଳାଳି ଙ୍କୁ ଟ୍ରଫି ପ୍ରଦାନ କରିଥିଲେ.ପଣ୍ଡୁଆ ଟିମ ର ଅଧିନାୟକ ପ୍ରାଣବନ୍ଧୁ ନାୟକ ଙ୍କ ଅଦ୍ୟମ ଚେଷ୍ଟା ଫଳରେ ଏହି ଅଂଚଳ ପାଇଁ ଏକ ନୂଆ ଉଢାହରଣ ତିଆରି ହୋଇଛି. ଜିଲ୍ଲା ର ଦୁଇ ବରିଷ୍ଟ କୋଚ ବାବୁନା ମହାନ୍ତି, ସାଇ ପ୍ରସାଦ ଦଳେଇ ଶେଷ ନିଶ୍ୱାସ ପର୍ଯନ୍ତ ଖେଳାଳି ଙ୍କୁ ଶିକ୍ଷା ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଲେ.ଶେଷରେ ଅତିଥି ପର୍ଶୁରାମ ମହାଭୋଇ, ଜିଲ୍ଲା ରେ ପାରିମାଳ ଅଂଚଳ ହକି ର ପେଣ୍ଠ ସ୍ଥଳୀ ରୂପେ ପରିଚୟ ସୃଷ୍ଟି କରିବା ଦିଗରେ ସବୁ ସ୍ତର ରେ ଚେଷ୍ଟା କରାଯିବ ବୋଲି ବକ୍ତବ୍ୟ ଦେଇଥିଲେ.।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଜୁନାଗଡ଼ NACରେ ନାଳ ନର୍ଦ୍ଦମା ସଫେଇ ବ୍ୟବସ୍ଥା ବିଫଳ, ବର୍ଷା ଦିନେ ରାସ୍ତା ଉପରେ ନର୍ଦ୍ଦମା ପାଣି, ଦୁର୍ଗନ୍ଧରେ ଅସ୍ୱାସ୍ଥ୍ୟକର ପରିବେଶ

Sunil Chandra Nayak

ଗ୍ଲାମ ଇଣ୍ଡିଆ ପ୍ରତିଯୋଗିତାରେ ଚମକିଲେ କଳାହାଣ୍ଡିର ଝିଅ ରେମ୍ପ ରେ ପ୍ରଦର୍ଶିତ ହେଲା ମାଁ ମାଣିକେଶ୍ବରୀ ଙ୍କ ଛତର ଯାତ୍ରା ଝଲକ….

ଗ୍ରାମପଥ ର କବି ବିନୋଦ ଚନ୍ଦ୍ର ନାୟକଙ୍କ ଜୟନ୍ତୀ ପାଳନ

Sunil Chandra Nayak

Leave a Comment

error: Content is protected !!