ତାଜା ଖବର ୨୦୦୪ରେ ହୋଇଥିଲା ବିଶ୍ବର ସବୁଠୁ ଭୟଙ୍କର ଟ୍ରେନ ଦୁର୍ଘଟଣାSunil Chandra NayakJune 3, 2023 by Sunil Chandra NayakJune 3, 20230 ବାଲେଶ୍ବରର ବାହାନଗାରେ ଶୁକ୍ରବାର ସଂଧ୍ୟାରେ ହୋଇଥିବା ଭୟଙ୍କର ରେଳ ଦୁର୍ଘଟଣାକୁ ଭାରତର ଅନ୍ୟତମ ବଡ଼ ରେଳ ଦୁର୍ଘଟଣା ଭାବେ ଗଣାଯାଉଛି । ତେବେ କାହାକୁ... Read more
ଆମ ଓଡ଼ିଶାତାଜା ଖବର ରେଳ ଦୁର୍ଘଟଣାରେ ଆସିଲା ମୃତାହତଙ୍କ ସଂଖ୍ୟା, ଅପରାହ୍ନ ୨ଟା ସୁଦ୍ଧା ୨୮୮ ଜଣଙ୍କ ମୃତ୍ୟୁ ହୋଇଛି। ୭୪୭ ଜଣ ଆହାତ, ୫୬ ଜଣ ସଙ୍କଟାପନ୍ନ ଅଛନ୍ତି । ଏନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛିSunil Chandra NayakJune 3, 2023 by Sunil Chandra NayakJune 3, 20230 କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି ପାଇଛି । ସେହିଭଳି ୭୪୭ ଜଣ ଆହତଙ୍କ ଡାକ୍ତରଖାନାରେ ଚାଲିଛି ଚିକିତ୍ସା । ଏବେ... Read more
ଆମ ଓଡ଼ିଶାତାଜା ଖବର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ, ବୈଠକରେ ୧୮ଟି ପ୍ରସ୍ତାବକୁ ଅନୁମୋଦନ , ମୋ ଘର ଯୋଜନା ଉପରେ ମୋହର Sunil Chandra NayakMay 29, 2023 by Sunil Chandra NayakMay 29, 20230 ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ, ବୈଠକରେ ୧୮ଟି ପ୍ରସ୍ତାବକୁ ଅନୁମୋଦନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା କ୍ୟାବିନେଟ ବୈଠକ। ଶେଷ... Read more
ତାଜା ଖବର ଉଦଘାଟନ ହେଲା ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ରର ନୂତନ ସଂସଦ ଭବନ l ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିSunil Chandra NayakMay 28, 2023 by Sunil Chandra NayakMay 28, 20230 ସଂସଦରେ ସ୍ଥାପିତ ହେଲା ସେନଗୋଲ ବା ରାଜଦଣ୍ଡ : ୧୮ ମଠର ମଠାଧୀଶ ମୋଦୀଙ୍କୁ ଦେଲେ ଆଶୀର୍ବାଦ….. ଏଠାରେ ଶୈବ ସମ୍ପ୍ରଦାୟର ପଣ୍ଡିତ ମୋଦୀଙ୍କୁ... Read more
ତାଜା ଖବର ଜମିଜମା କିଣାବିକା ପାଇଁ ବଦଳିଲା ନିୟମ , ଜମି ରେଜିଷ୍ଟ୍ରେସନ ପାଇଁ ଅନଲାଇନ ସ୍ଲଟ ବୁକିଂ ବାଧ୍ୟତାମୂଳକ.Sunil Chandra NayakMay 26, 2023 by Sunil Chandra NayakMay 26, 20230 ଜମି କିଣାବିକା ପାଇଁ ବଦଳିଲା ନିୟମ । ଜମିଜମା ଇ-ରେଜିଷ୍ଟ୍ରେସନ୍ ବା ପଞ୍ଜୀକରଣ ବ୍ୟବସ୍ଥାରେ ବଡ଼ ପରିବର୍ତନ କରାଯାଇଛି । ଭିଡ଼ ସମସ୍ୟା ଦୂର... Read more
ତାଜା ଖବର ନୂଆ ସଂସଦ ଭବନ ଉଦଘାଟନୀରେ ୭୫ ଟଙ୍କିଆ କଏନ୍ ଜାରି କରିବେ ପ୍ରଧାନମନ୍ତ୍ରୀ, ୪ ଧାତୁରେ ନିର୍ମିତ ଏହି ମୁଦ୍ରାSunil Chandra NayakMay 26, 2023 by Sunil Chandra NayakMay 26, 20230 ନୂଆଦିଲ୍ଲୀ ୨୬/୦୫: ନୂଆ ସଂସଦ ଭବନ ଉଦ୍ ଘାଟନ ଅବସରରେ କେନ୍ଦ୍ର ସରକାର ୭୫ ଟଙ୍କିଆ ସ୍ମାରକୀ କଏନ୍ ଜାରି କରିବେ। ଏନେଇ ଅର୍ଥ... Read more
ଆମ ଓଡ଼ିଶାତାଜା ଖବର ଏଣିକି ପ୍ରତି ପଞ୍ଚାୟତରେ ଗଡ଼ିବ ‘ମୋ ବସ୍’ , କୋରାପୁଟ, ନବରଙ୍ଗପୁର, ରାୟଗଡା, ମାଲକାନଗିରି, କଳାହାଣ୍ଡି ଓ ଗଜପତି ଜିଲ୍ଲାକୁ ସାମିଲSunil Chandra NayakMay 24, 2023 by Sunil Chandra NayakMay 24, 20230 ଡ୍ରାଇଭର ଓ କଣ୍ଡକ୍ଟର ପଦବିରେ ଲୋକଙ୍କୁ କର୍ମନିଯୁକ୍ତି ମିଳିବ….. ପ୍ରତି ପଞ୍ଚାୟତରେ ଗଡ଼ିବ ‘ମୋ ବସ୍’। ବ୍ଲକ୍ ମୁଖ୍ୟାଳୟରୁ ପ୍ରତି ପଞ୍ଚାୟତକୁ ଚାଲିବ ‘ମୋ... Read more
ଆମ ଓଡ଼ିଶାତାଜା ଖବର ବଦଳିଲା ଦଶମ ବୋର୍ଡ ପରୀକ୍ଷା ଢାଞ୍ଚା: ଆଉ ହେବନି ସମ୍ମେଟିଭ ପରୀକ୍ଷା, ବର୍ଷ ଶେଷରେ ହେବ ଗୋଟିଏ ବୋର୍ଡ ପରୀକ୍ଷାSunil Chandra NayakMay 24, 2023 by Sunil Chandra NayakMay 24, 20230 ଚଳିତ ବର୍ଷ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ପୁରୁଣା ଢାଞ୍ଚାକୁ ଫେରିଲା ମାଟ୍ରିକ୍ ପରୀକ୍ଷା, ଏବେ ବର୍ଷ ଶେଷରେ ହେବ ବାର୍ଷିକ ପରୀକ୍ଷା ବଦଳିଲା... Read more
ତାଜା ଖବର ମେ ୨୮ ଦିନ ୧୨ଟାରେ ଉଦଘାଟିତ ହେବ ନୂଆ ସଂସଦ ଭବନ, ସାମ୍ନାକୁ ଆସିଲା ନିମନ୍ତ୍ରଣ ପତ୍ରSunil Chandra NayakMay 23, 2023 by Sunil Chandra NayakMay 23, 20230 ନୂଆ ସଂସଦଭବନ ଉଦଘାଟନ ପୂର୍ବରୁ ଆରମ୍ଭ ହେଲା ବିବାଦ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ ନକରିବା ପ୍ରସଙ୍ଗ ଉଠାଇ ବିରୋଧ କଲା କଂଗ୍ରେସ... Read more
ତାଜା ଖବର ପ୍ରକାଶ ପାଇଲା ଆଇଏଏସ-୨୦୨୨ , ଇଶିତା କିଶୋର ଟପ୍ପର, ପ୍ରଥମ ୪ଟି ସ୍ଥାନରେ ଝିଅSunil Chandra NayakMay 23, 2023 by Sunil Chandra NayakMay 23, 20230 ଓଡ଼ିଶାର କସ୍ତୁରୀ ପଣ୍ଡା ୬୭ ରାଙ୍କରେ… ପ୍ରକାଶ ପାଇଲା ୟୁପିଏସସି-୨୦୨୨ ରେଜଲ୍ଟ, ମୋଟ ୧ ହଜାର ୨୨ ଜଣ କୃତକାର୍ଯ୍ୟ ନୂଆଦିଲ୍ଲୀ: ପ୍ରକାଶ ପାଇଲା... Read more