ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲାହାନ୍ତି ଯୁବକ ସଂଘ ତରଫରୁ ୧୫ ତମ ବିପିଏଲ୍ କ୍ରିକେଟ୍ ଟୁର୍ଣ୍ଣାମେଟ୍ ଅନୁଷ୍ଠିତ

ଲାହାନ୍ତି ଯୁବକ ସଂଘ ତରଫରୁ ୧୫ ତମ ବିପିଏଲ୍ କ୍ରିକେଟ୍ ଟୁର୍ଣ୍ଣାମେଟ୍ ଅନୁଷ୍ଠିତ

ମୟୂରଭଞ୍ଜ;ତା/୨୦/୦୬/୨୦୨୪ ( ମସିହା)ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ ବେଲପୋଷି ଲାହାନ୍ତି ଯୁବକ ସଂଘ ତରଫରୁ ୧୫ ତମ ବେଲପୋଷି ପ୍ରିମିୟମ ଲିଗ୍ କ୍ରିକେଟ୍ ଟୁର୍ଣ୍ଣାମେଟ୍ ଅନୁଷ୍ଠିତ ହୋଇଯାଇଛି |ଏଥିରେ ମୋଟ ୦୮ଗୋଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ଫାଇନାଲ ଖେଳ ଭିଲେଜ୍ ଟାଇଗର ଓ ଏଲ୍ସିୱାଇ(LCY) ମଧ୍ୟରେ ଅନୁଷ୍ଠିତ ହୋଇଥିଲା |ଏଧିରେ ଭିଲେଜ୍ ଟାଇଗର ପ୍ରଥମ ପୁରଷ୍କାର ପାଇବାର ହକଦାର ହୋଇଥିଲା |ମୁଖ୍ୟ ଅତିଥୀ ଗ୍ପାମ ମୁଖିଆ ନାଏକେ ବାବା,ସମ୍ମାନୀୟ ଅତିଥୀ ଜାମଦା ବ୍ଲକ ଅଧ୍ୟକ୍ଷ ଡୁମୁକା ହେମ୍ବ୍ରମ,ନିମନ୍ତ୍ରୀତ ଅତିଥୀ ଗାଁ ମୁଖିଆ ଆଲାହାନ୍ ହେମ୍ବ୍ରମ,ପୂର୍ବତନ ବ୍ୟାଙ୍କ ଅଫ ଇଣ୍ଡିଆ ର ମ୍ୟାନେଡର ସିଂ ବାବୁ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ପୁରଷ୍କୃତ କରିଥିଲେ |ଲାହାନ୍ତି ଯୁବକ ସଂଘର ସଭାପତି ଦୁର୍ଗା ମୁର୍ମୁ,ସମ୍ପାଦକ ଦୁର୍ଗା ଚରଣ ଟୁଡୁ ଓ ସଂଘର ସଦସ୍ୟମାନେ ଖେଳ ପରିଚାଳନା କରିଥିଲେ |

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ବାଲୁଗାଁର ନୃତନ ଏସଡ଼ିପିଓ ଶୁଭ୍ରାଂଶୁ ମିଶ୍ରଙ୍କୁ ସାକ୍ଷାତ କରିବା ସହିତ ସ୍ବାଗତ ସମ୍ୱର୍ଦ୍ଧନା ଜଣେଇଲେ ଚିଲିକା ରିପୋର୍ଟର ଆସୋସିଏସନ ସଦସ୍ୟ

Sunil Chandra Nayak

ବାଇକର ପଛକୁ ଧକ୍କା ଦେଲା ଟ୍ରକ , ୧ମୃତ ଓ ୧ଗୁରୁତର 

masiha

ସରପଞ୍ଚଙ୍କ ଗାଦିରେ ଦବଙ୍ଗଗିରି ଶ୍ୱଶୁର !

Sunil Chandra Nayak

Leave a Comment

error: Content is protected !!