ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜୀବ ଗାନ୍ଧିଙ୍କ ୮୦ତମ ଜନ୍ମ ଜୟନ୍ତୀ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ

ରାଜୀବ ଗାନ୍ଧିଙ୍କ ୮୦ତମ ଜନ୍ମ ଜୟନ୍ତୀ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ

କେନ୍ଦ୍ରାପଡ଼ା :-ରାଜନଗର, ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧିଙ୍କ ୮୦ତମ ଜନ୍ମ ଜୟନ୍ତୀ ଅବସରରେ ଆଜି ଏକ ରକ୍ତଦାନ ଶିବିର ରାଜନଗର ଅଂଚଳ ର ଯୁବ ନେତା ପ୍ରଶାନ୍ତ କୁମାର ରାଉତ ଙ୍କ ନେତୃତ୍ୱ ରେ ରାଜନଗରସ୍ଥିତ କେସି ମଣ୍ଡପ ପରିସରରେ କଂଗ୍ରେସ ପକ୍ଷରୁ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା I ଶିବିରରେ ୩୬ ୟୁନିଟ ରକ୍ତ ସଂଗୃହୀତ ହୋଇଛି। କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରର ସାଂସଦ ପ୍ରାର୍ଥୀ ସିଦ୍ଧାର୍ଥ ସ୍ବରୂପ ଦାସ ଯୋଗ ଦେଇ ରକ୍ତ ଦାତା ମାନଙ୍କୁ ଉତତ୍ସାହିତ କରିଥିଲେ , ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ଦାମୋଦର ବିଶ୍ଵାଳ, ବରିଷ୍ଠ ନେତା ବୈକୁଣ୍ଠ ବିହାରୀ ବିଶ୍ୱାଳ, ଯୁବନେତା ସତ୍ୟପ୍ରିୟ ସାମଲ, ପୂର୍ବତନ ସେନା ଅଧିକାରୀ ଗଗନ ବିହାରୀ ସ୍ୱାଇଁ, ଅଛୁତାନନ୍ଦ ପ୍ରଧାନ, ରଶ୍ମି ରଞ୍ଜନ ରାଉତ,ବରିଷ୍ଠ ନେତା ପ୍ରମୋଦ କୁମାର ସ୍ୱାଇଁ ପ୍ରମୁଖ ଏହି ରକ୍ତଦାନ ଶିବିରରେ ଯୋଗଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ କେନ୍ଦ୍ରାପଡ଼ା ବ୍ଲଡ଼ ବ୍ୟାଙ୍କ ର ସୌମ୍ୟ ରଞ୍ଜନ ସାହୁ, ରାକେଶ କୁମାର ମିଶ୍ର, ସ୍ଵାତି ସୁମିତ୍ରା, ଲଷ୍ମୀପ୍ରିୟା ବିଶ୍ୱାଳ, ମନୋଜ ଦାଶ, ବିଜୟା ଲଷ୍ମୀ ବରାଳ ପ୍ରମୁଖ କର୍ମ କର୍ତ୍ତା ମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ!ଛାତ୍ର ନେତା ସୌରଭ ଜେନା, ସୁଶୀଲ କୁମାର ପ୍ରଧାନ, ବ୍ରହ୍ମାନନ୍ଦ ସେଠି, ସୁଦର୍ଶନ ପ୍ରଧାନ, ରାଜୁ ରାଉଳ, କାର୍ତିକେଶ୍ବର ପ୍ରଧାନ,ଜ୍ୟୋତ୍ସ୍ନା ରାଣୀ ପ୍ରଧାନ,ହେମା ମଞ୍ଜରୀ ନାୟକ,ନିଗମ ସାମଲ, ପ୍ରକାଶ ସେଠି, ନିରାକାର ବିଶ୍ୱାଳ, ରମାକାନ୍ତ ସେଠି ପ୍ରମୁଖ ସହଯୋଗ କରିଥିଲେ!

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

Related posts

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସାମ୍ୱାଦିକତା ଓ ଗଣଯୋଗାଯୋଗ ବିଭାଗର ଅବସରପ୍ରାପ୍ତ ବିଭାଗୀୟ ମୁଖ୍ୟ ଡକ୍ଟର ପ୍ରଦୀପ ମହାପାତ୍ରଙ୍କ ପରଲୋକ

masiha

ବିଦ୍ୟୁତ କାଟ ନେଇ ସିପିିଆଇ(ଏମ) ର ଆନ୍ଦୋଳନ

Sunil Chandra Nayak

ବଲାଙ୍ଗିର ଜିଲ୍ଲା ପାଇଁ ୫୮୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଶୁଭାରମ୍ଭ 

Sunil Chandra Nayak

Leave a Comment

error: Content is protected !!