ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧୂମାଭଟା ସରପଞ୍ଚ ବନମାଳୀ ନାୟକ ସମାଜ ସେବାରେ ଆଗେ 

ଧୂମାଭଟା ସରପଞ୍ଚ ବନମାଳୀ ନାୟକ ସମାଜ ସେବାରେ ଆଗେ 

ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଧୂମାଭଟା ପଂଚାୟତ ରେ ସରପଞ୍ଚ ଙ୍କ,ଦୁଃଖ ସୁଖ ଲୋକ ଙ୍କର ସେବା ସବୁ ସମୟ ରେ ସେ ଆଗରେ ରହନ୍ତି ତାଙ୍କ ଜୀବନ ରେ ଯେତେ ଦୁଃଖ ଥିଲେ ମଧ୍ୟ୍ୟ ସେ ସେବାରେ ରେ ଆଗୋ ରହନ୍ତି ପ୍ରତେକ ଦିନରେ କିଛି ନା କିଛି ତାଙ୍କର ସେବା ଲାଗିଥାଏ ମାନବ ସେଵାହୀ ମାଧବ ସେବା, ଜଳିଆ ଗ୍ରାମ ରେ ମଦନ ବିଶ୍ୱାଳ ବୟସ 60କିଛି ଦିନ ହେବ ତାଙ୍କ ର ମୁର୍ତ୍ୟୁ ହୋଇ ଥିଲା ଧୂମାଭଟା ସରପଞ୍ଚ ବନମାଳି ନାୟକ ଖବର ପାଇ ତୁରନ୍ତ ସେ ହରିଚନ୍ଦ୍ର ଯୋଜନା ର ଟଙ୍କା ଆଣି, ସର୍ଗତ ମଦନ ବିଶ୍ୱାଳ ଙ୍କ ପତ୍ନୀ କୁ ତିନି ହଜାର ଟଙ୍କା ପ୍ରଦାନ କରି ଥିଲେ ଶ୍ରୀ ବନମାଳୀ ଏହି ପରିବାର ଆସି ଦୁଃଖ ସୁଖ ବୁଝି ଥିଲେ ଧୂମାଭଟା ପଂଚାୟତ ରେ ହରିଚନ୍ଦ୍ର ଯୋଜନା ରେ କେମିତି ଜଲଦିସାମିଲ ହେବ ସେ ନିୟମିତ ଭାବେ କାର୍ଯ୍ୟ କରୁଛନ୍ତି ଏହି ସମାଜ ସେବାକୁ ଦେଖି ଧୂମାଭଟା ଗ୍ରାମ ପଂଚାୟତ ର ଭିବିନ୍ନ ଗାଁ ରେ ପ୍ରଶଂସା ପାଉଛନ୍ତି।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ବରିଡା ପଞ୍ଚାୟତରେ ବିକାଶର ନୂଆ ଅଧ୍ୟାୟ : ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଉଦଘାଟନ କଲେ ଆସିକା ବିଧାୟକ ସରୋଜ କୁମାର ପାଢ଼ୀ

Sunil Chandra Nayak

୧- ଭାପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଚେରି ଭାଙ୍ଗିଲା, ୨- କାର୍ଯ୍ୟର ମାସେ ନପୂରୁଣୁ ବ୍ରିଜ ପାର୍ଶ୍ୱ ରାସ୍ତା ଓ ସୁରକ୍ଷା ବାଡ କଂକ୍ରିଟ ଫାଟି ଆଁ , ୩- ରଘୁନାଥଜୀଉ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ବୈଠକ 

Sunil Chandra Nayak

ଚିଚୈଗୁଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏଡସ୍ ସଚେତନତା ଓ ସ୍ବେଛାକୃତ ରକ୍ତଦାନ ପ୍ରୋତ୍ସାହନ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!