ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିନାମାଳ ଗାଁ ର ଆମ୍ବ ବଗିଚା ରେ ଲାଗିଲା ନିଆଁ, ଅଗ୍ନିଶମ ବିଭାଗ ଦ୍ୱାରା ନିଆଁ ଆୟତ୍ତ

ସିନାମାଳ ଗାଁ ର ଆମ୍ବ ବଗିଚା ରେ ଲାଗିଲା ନିଆଁ, ଅଗ୍ନିଶମ ବିଭାଗ ଦ୍ୱାରା ନିଆଁ ଆୟତ୍ତ

 କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଗୋଲାମୁଣ୍ଡା ପଞ୍ଚାୟତ ସିନାମାଳ ଗାଁ ରେ ଶୁକ୍ରବାର ଗ୍ରାମର ଜଣେ ଫଳ ଚାଷୀ ବଳଦେବ ଛତ୍ରିଆ ଙ୍କ ଆମ୍ବ ବଗିଚା ରେ ନିଆଁ ଲାଗିଯାଇଥିବା ବେଳେ ନିଆଁ କୁ ଆୟତ୍ତ କଲା ଗୋଲାମୁଣ୍ଡା ଅଗ୍ନିଶମ ବିଭାଗ . ଗ୍ରାମର ଜଣେ ଦୁର୍ବୁତ୍ତ ପୂର୍ବ ଶତ୍ରୁତା କୁ ନେଇ ନିଆଁ ଲଗେଇ ଥିବା ବଳଦେବ ଅଭିଯୋଗ ଆଣିଥିଲେ। ଧୀରେ ଧୀରେ ନିଆଁ ଉଗ୍ର ରୂପ ନେବା ସହ ଆଖ ପାଖରେ ଥିବା ଅଞ୍ଚଳକୁ ନିଆଁ ବ୍ୟାପିବା ଆଶଙ୍କା ନେଇ ଗ୍ରାମବାସୀ ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ଙ୍କୁ ଜଣାଇଥିଲେ।ପରେ ଶ୍ରୀ ଅଗ୍ରୱାଲ ଗୋଲାମୁଣ୍ଡା ଅଗ୍ନିଶମ ବିଭାଗ କୁ ସୂଚନା ଦେଲା ପରେ ଘଟଣା କୁ ଗୁରୁତର ସହ ନେଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳକୁ ପହଞ୍ଚିଥିଲେ ଏବଂ ଲାଗିଥିବା ନିଆଁ କୁ ଆୟତ୍ତ କରିଥିଲେ।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ରାଜ୍ୟସଭା ସାଂସଦ ଯୋଗାଇଦେଲେ ପାଣ୍ଠି  ଗୋପାଳପୁରରେ ଜଳିଲା ହାଇମାଷ୍ଟ ଲାଇଟ

Sunil Chandra Nayak

ଆଦର୍ଶ ବିଦ୍ୟାଳୟ କୁ ଯାଉଥିବା ବସ ଦୁର୍ଘଟଣା ଘଟି 7 ଛାତ୍ରୀ ଛାତ୍ର ଆହତ 3 ଗୁରୁତର ,ଡ୍ରାଇଭର ଅଟକ

Sunil Chandra Nayak

ବିପ୍ଳବୀ ଧରଣୀ ଧର ନାୟକ ( ଭୂୟାଁ)ଙ୍କ ଜନ୍ମ ଜୟନ୍ତି ପାଳିତ 

masiha

Leave a Comment

error: Content is protected !!