ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧୧ ତମ ଇଣ୍ଟେରଣସନଲ ଯୋଗ ଦିବସ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଭବାନୀପାଟଣା ରେ ପାଳିତ

୧୧ ତମ ଇଣ୍ଟେରଣସନଲ ଯୋଗ ଦିବସ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଭବାନୀପାଟଣା ରେ ପାଳିତ

ଜୁନାଗଡ଼,୨୧/୬(ମନି ସ )ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଭବାନୀପାଟଣା ପକ୍ଷରୁ ଆନ୍ତର୍ଜାତିକ ତିକ ଯୋଗ ଦିବସ ପାଳିତ ହୋଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଭୀମସେନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆଯଳିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ହାଇସ୍କୁଲ୍ ଶିକ୍ଷକ ତ‌ଥା ଯୋଗ ପ୍ରଶିକ୍ଷକ ରମାକାନ୍ତ ପାଢ଼ୀ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିଲେ । ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଶ୍ରୀ ପାଢ଼ୀଙ୍କ ମାର୍ଗ ଦର୍ଶନରେ ସାମୂହିକ ଯୋଗ କରିଥିଲେ | ବିଦ୍ୟାଳୟର ଶିକ୍ଷକ ନିରଞ୍ଜନ ସାହୁ, ହେନା ଫାତମା, ରାମଚନ୍ଦ୍ର ମିଶ୍ର, ବିପ୍ଳବ ଘୋଷ, , ମନୋଜ ସାହୁ, ଭବାନୀ ବାଗ, ନିରୁପମା ନାୟକ, ସୁଶୀଲ ବୁଦ୍ଧିଆ, ନୀତେଶ ସିଂ, ଓଁ ସାମଲ,ହରେକୃଷ୍ଣ ଡାଂଗ,ମଧୁସ୍ମିତା ସେନାପତି,ସୁପ୍ରଭା ଶୁଭଦର୍ଶନୀ,ପ୍ରତିଭା ମେହେର ସମେତ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ | 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ଗୁଣାବଳୀର ବିକାଶ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ  ବିଭିନ୍ନ ସ୍କୁଲରେ ଅନୁଷ୍ଠିତ ହେଲା ବାର୍ଷିକ ଉତ୍ସବ

masiha

ସ୍ପର୍ଶ ‘ଇଂଲିଶ ମିଡିୟମ ସ୍କୁଲର ୧୨ ତମ ବାର୍ଷିକ ଉତ୍ସବ

Sunil Chandra Nayak

ଶିଶୁ ବାଟିକା କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ

masiha

Leave a Comment

error: Content is protected !!