ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ରାଇରଙ୍ଗପୁର ଯୁଵ ଵେଡମିଣ୍ଟନ ତାରକା ମନିଷ ପାଲ ପୋତିଲେ ମାଇଲ ଖୁଣ୍ଟ

ରାଇରଙ୍ଗପୁର ଯୁଵ ଵେଡମିଣ୍ଟନ ତାରକା ମନିଷ ପାଲ ପୋତିଲେ ମାଇଲ ଖୁଣ୍ଟ

ମୟୂରଭଂଜ ଜିଲ୍ଲାସ୍ତରୀୟ ୨୦୦୨୫ ତ୍ରିଦୀଵସୀୟ ବେଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ୧୭ ବର୍ଷରୁ କମ ,୧୯ ବର୍ଷରୁ କମ ଏବଂ ବରିଷ୍ଠ ବିଭାଗରେ ଏକକ ଭାବେ ରେକର୍ଡ ଚମ୍ପିୟାନ 

 ମୟୂରଭଂଜ – ୨୭/୦୭ — ରାଇରଙ୍ଗପୁର ଅଂଚଳର ଯୁବ ବେଡମିଣ୍ଟନ ତାରକା ମନିଷ ପାଲ ଜିଲ୍ଲା ସ୍ତରୀୟ ୨୦୦୨୫ ତ୍ରିଦୀବସୀୟ ବେଡମିଣ୍ଟନ ଟୁର୍ଣାମେଣ୍ଟରେ ରେକର୍ଡ ସୃଷ୍ଟି କରିଛନ୍ତି ।ବାରିପଦାରେ ଷ୍ଟାଡିୟମ ପଡ଼ିଆରେ ଦୁଇ ଦୀବସୀର ଟୁର୍ଣ୍ଣାମେଣ୍ଟରେ ୧୭ ବର୍ଷରୁ କମ, ୧୯ ବର୍ଷରୁ କମ ଏବଂ ବରିଷ୍ଠ ବିଭାଗରେ ତିନୋଟି ଖେଳ ବିଭାଗରେ ନିଜର କ୍ରୀଡା ନୈପୁଣ୍ୟ ଦେଖାଇ ଚମ୍ପିୟାନ ହୋଇ ରେକର୍ଡ ସୃଷ୍ଟି କରିଛନ୍ତି ।ଆଜି ରବିବାର ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ଯ ଅତିଥି ଭାବେ ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁବାସିଷ ନାୟକ,ବିଭୂତି ଦାସ,ଶାଶ୍ବତ ବଳ ଏବଂ ମୁଖ୍ୟ ଆୟୋଜକ କିଶୋର ଚନ୍ଦ୍ର ବିଶ୍ବାଳ ଉପସ୍ଥିତ ରହି କ୍ରୀଡ଼ାରେ ଅଂଶ ଗ୍ରହଣ କରିଥିବା ଖେଳାଳି ମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିବା ସେମାନଙ୍କ ଉଜ୍ବଳ ଭଵିଷ୍ଯତ କାମନା କରିଥିଲେ ।

 ମୟୂରଭଂଜ ରୁ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

 

Related posts

ଆନ୍ତରାଜ୍ୟ ଚନ୍ଦୁ ସାହାଣୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ।ବଲାଙ୍ଗୀର କୁ ହରାଇ ଭବାନୀପାଟଣା ବିଜୟୀ

masiha

ଅଲ ଇଣ୍ଡିଆ INTAR ବିଶ୍ୱବିଦ୍ୟାଳୟ କିକ୍ ବକ୍ସିଂ ରେ ମିସ୍ ରୋଶନି ବେଗମ୍ ଙ୍କ ବ୍ରୋଞ୍ଜ୍  ପଦକ ହାସିଲ

Sunil Chandra Nayak

୧୫ ବର୍ଷରୁ କମ୍ ଆନ୍ତଃ ଜିଲ୍ଲା ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ୍ ଖେଳାଳୀ ଙ୍କ କୋଚିଂ କେମ୍ପ ଆରମ୍ଭ 

masiha

Leave a Comment

error: Content is protected !!