ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୪୨ ମୌଜାରେ ଆମ ଡିଜିଟାଲ କେନ୍ଦ୍ର ସେବା ଉଦଘାଟିତ   

୪୨ ମୌଜାରେ ଆମ ଡିଜିଟାଲ କେନ୍ଦ୍ର ସେବା ଉଦଘାଟିତ           

କଟକ : ପବିତ୍ର ସ୍ୱାଧୀନତା ଦିବସରେ ୪୨ ମୋୖଜ଼ା ବେଣ୍ଟକାରରେ ଆମ ଡିଜିଟାଲ କେନ୍ଦ୍ର ସେବା ଉଦଘାଟିତ ହୋଇଯାଇଛି । ବିଶିଷ୍ଟ ସାମ୍ବାଦିକ ଅନିଲ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମାଜସେବୀ ମିର୍ଜା ସରାଫତ ବେଗ,ସୁଲତାନ ଖାଁ,ମିର୍ଜା ଅକବର ଅଲ୍ଲୀ ବେଗ,ଜୟରାମ ଦଳାଇ, ସୋବନ ଖାଁ,ଯୁବ ସାମ୍ବାଦିକ ଚନ୍ଦନ ମହାନ୍ତି,ପଦ୍ମ ଲୋଚନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ଏବଂ ରିଜ଼ୱାନ ଖାଁ ଏବଂ ସୁଦାମ ସାହୁ ଦୁହିଁଙ୍କୁ ତାଙ୍କର ଜନସେବା ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ । ଗ୍ରାହକ ମାନେ ଉଦୋଗ୍ୟ ଆଧାର,ପ୍ୟାନ କାର୍ଡ, ଆଥିକ ଉଠାଣ ଆଦି ବିଭିନ୍ନ କାର୍ଯ୍ୟ କରିବା ସହିତ ସହଯୋଗ ପାଇ ପାରିବେ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ

masiha

କବି ଭାରତୀ ସ୍ବର୍ଗତ ବାସୁଦେବ ପlତ୍ରଙ୍କୁ ଶ୍ରଦ୍ଧାଞ୍ଜଳି 

masiha

ଥୁଆମୂଳ ରାମପୁର ବ୍ଳକରେ ୨୫ ତମ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୩ ର ପ୍ରସ୍ତୁତି ବୈଠକ 

Sunil Chandra Nayak

Leave a Comment

error: Content is protected !!