ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଶା କାରବାର ରୋକିବାରେ ସଫଳ ଥାନା ଅଧିକାରୀ ସମ୍ବର୍ଦ୍ଧିତ

ନିଶା କାରବାର ରୋକିବାରେ ସଫଳ ଥାନା ଅଧିକାରୀ ସମ୍ବର୍ଦ୍ଧିତ

ଯାଜପୁର ୫ ଅଗଷ୍ଟ ୨୦୨୫ (ପ୍ରଦୀପ କୁମାର ମଲ୍ଲିକ) : ଦୀର୍ଘଦିନ ଦିନ ଧରି ବିଞ୍ଝାରପୁର ଅଞ୍ଚଳରେ ବ୍ରାଉନସୁଗାର ଭଳି ନିଶା କାରବାରକୁ ଚରମ ଯୁବପିଢୀଙ୍କୁ କବଳିତ କରିଥିଲା।ଏହି ବେଆଇନ ନିଶା କାରବାରର ମୁଖ ମାଷ୍ଟର ମାଇଣ୍ଡ ବିଞ୍ଝାରପୁର ଥାନା ଅନ୍ତର୍ଗତ ନୁରମହଲାର ଅଭିଯୁକ୍ତା ନଗମା ବିବିକୁ ଗତ ୪ତାରିଖରେ ବିଞ୍ଝାରପୁର ଥାନା ଅଧିକାରୀ ରଞ୍ଜନ ମଲିକ ଗିରଫ କରି କୋର୍ଟ ଚାଲାଣ କରିବା ଓ ପରଦିନ ନିଶା ସେବନରେ ସମ୍ପୃକ୍ତ ଥିବା ପୁଣି ଚାରିଜଣଙ୍କୁ ଉଠାଇ ଆଣିଥିଲେ। ଏହି ପ୍ରଶଂସନିୟ କାର୍ଯ୍ୟ ପାଇଁ ଥାନା ଅଧିକାରୀ ରଞ୍ଜନ ମଲିକଙ୍କୁ ସ୍ଥାନୀୟ ଅଞ୍ଚଳବାସୀ ଘୋର ପ୍ରଶଂସା କରିଥିଲେ। ଥାନା ଅଧିକାରୀଙ୍କ ଏହି ପ୍ରଶଂସନିୟ କାର୍ଯ୍ୟ ପାଇଁ ସନାତନ ସାହୁଙ୍କ ନେତୃତ୍ବରେ ଓଡିଶା କୃଶକ ବିକାଶ ମଞ୍ଚ,ବିଞ୍ଝାରପୁର ଶାଖାର ଏକ ପ୍ରତିନିଧି ମଣ୍ଡଳୀ ବଲରାମ ବଳ,ଉପେନ୍ଦ୍ର ରାଉତ,ସୁର୍ଜ୍ୟମଣି ଦାଶ,ଧନେଶ୍ଵର ସାମଲ,ନିହାର ସାମଲ ଓ ସୀମାନ୍ତ କୁମାର ପାତ୍ର ପ୍ରମୁଖ ଥାନାରେ ପହଞ୍ଚି ଥାନା ଅଧିକାରୀ ରଞ୍ଜନ ମଲିକଙ୍କୁ ଫୁଲମାଳ,ଉତ୍ତରୀୟ ଓ ମିଠା ଖୁଆଇ ସମ୍ବର୍ଦ୍ଦନା କରିଥିଲେ।

Related posts

ଅବସର ପ୍ରାପ୍ତ ପୋଷ୍ଟ ମାଷ୍ଟର ଙ୍କ ଅକାଳ ବିୟୋଗ

masiha

ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ପ୍ରାଣୀ ବିଭାଗରେ ଆର୍ନ୍ତଜାତୀୟ ଆଲୋଚନା ଚକ୍ର ଅନଷ୍ଠିତ

Sunil Chandra Nayak

ରାଜ୍ୟ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ, ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବେଷ୍ଟ ଅଫିସର ଭାବେ ସମ୍ମାନିତ ହେଲେ ଅଧିକ୍ଷଣ ଯନ୍ତ୍ରୀ

Sunil Chandra Nayak

Leave a Comment

error: Content is protected !!