ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ବିଭାଗ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା 

ଓଡ଼ିଆ ବିଭାଗ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା 

କଟକ: ୪୨ ମୌଜା ସୁଦର୍ଶନ ଡିଗ୍ରୀ ମହାବିଦ୍ୟାଳୟର ପ୍ରଥମ ବର୍ଷ ଓଡ଼ିଆ ବିଭାଗର ବିଦ୍ୟାର୍ଥୀ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଅଧ୍ୟକ୍ଷ ଶ୍ରୀ ଗଣେଶ୍ଵର ଦାଶଙ୍କ ସଭାପତିତ୍ଵରେ ଏବଂ ବିଭାଗୀୟ ମୁଖ୍ୟ ଅଧ୍ୟାପିକ ଶ୍ରୀମତୀ ସୁପ୍ରିୟା ସାହୁଙ୍କ ଆବାହକତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଗୋବିନ୍ଦପୁର କଲେଜର ପୂର୍ବତନ ଅଧ୍ୟକ୍ଷ ଡଃ.ଅଭିଳାଷ ବେହେରା ଓ ସମ୍ମାନିତ ଅତିଥି ଭାବେ ଡଃ.ବିଜୟ କୁମାର ପଟ୍ଟନାୟକ ଓ ଶ୍ରୀ ବିଜୟ କୁମାର ସାହୁ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଶୈକ୍ଷିକ ସମ୍ବନ୍ଧୀୟ ମୂଲ୍ୟବାନ ପରାମର୍ଶ ଦେଇଥିଲେ । ଉତ୍ସବରେ ସମସ୍ତ ଅଧ୍ୟାପକ,ଅଧ୍ୟାପିକା,କର୍ମଚାରୀ ଉପସ୍ଥିତ ଥିଲେ। 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

 

Related posts

ରାଜନଗର ରେ ଦିବଙ୍ଗତ ଜନନେତା ନଳିନୀକାନ୍ତ ମହାନ୍ତିଙ୍କ ଦ୍ଵାଦଶ ତମ ଶ୍ରାଦ୍ଧବାର୍ଷିକୀ ଉତ୍ସବ ପାଳିତ

masiha

ଗଣେଶ ପୂଜା ଉପଲକ୍ଷେ ନୂଆଖାଇ ଭେଟଘାଟ 

masiha

କଲାବୋର ପୋଡ଼ାଗାଡ଼ ଘାଟରେ ଡ଼ଙ୍ଗାବୁଡି ଘଟଣାର ତଦନ୍ତ ଜାରି

Sunil Chandra Nayak

Leave a Comment

error: Content is protected !!