ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରିବେଶ ସୁରକ୍ଷା ଅଭିଯାନରେ ସମର୍ପିତ ସ୍ୱର : ପରିବେଶବିତ୍ ଡକ୍ଟର କଲିମୁଲ୍ଲା

ପରିବେଶ ସୁରକ୍ଷା ଅଭିଯାନରେ ସମର୍ପିତ ସ୍ୱର : ପରିବେଶବିତ୍ ଡକ୍ଟର କଲିମୁଲ୍ଲା 

କଟକ : ପରିବେଶ ସୁରକ୍ଷାର ମହାନ୍ ବାର୍ତ୍ତା ନେଇ ସାରା ରାଜ୍ୟରେ ସବୁଜ ବଳୟ ସୃଷ୍ଟି ଅଭିଯାନରେ ସମର୍ପିତ ସ୍ୱର ଓ ସ୍ୱାକ୍ଷର ବିଶିଷ୍ଟ ଶିକ୍ଷାବିତ୍ ପରିବେଶବିତ ପ୍ରାଧ୍ୟାପକ ପ୍ରଫେସର୍ ଡକ୍ଟର କଲିମୁଲ୍ଲା । ୪୨ ମୌଜା ରାଉତରାପୁର ଗ୍ରାମରେ ତାଙ୍କ ଜନ୍ମ । ରେଭେନ୍ସା ବିଶ୍ଵବଦ୍ୟାଳୟରେ ଅର୍ଥନୀତି ବିଭାଗରେ ପିଏଚଡି ପରେ ୪୨ ମୌଜାସ୍ଥ ସୁଦର୍ଶନ ମହାବିଦ୍ୟାଳୟରେ ଅର୍ଥନୀତି ବିଭାଗ ମୁଖ୍ୟ ଭାବେ କାର୍ଯ୍ୟ କରି ଅଧୁନା ଅବସର ଓ ଅନେକ ଜନ ମଙ୍ଗଳ କାର୍ଯ୍ୟର ନାୟକ । ପ୍ରାଧ୍ୟାପକ କଲିମୁଲ୍ଲା ଏକ ମହାନ୍ ପ୍ରତିଭା ଯାହାଙ୍କ ଜୀବନୀ ଜାତୀୟବାଦୀ ଚେତନା,ଦେଶାତ୍ମକବୋଧ,ଜାତି ପାଇଁ ତ୍ୟାଗ ଓ ସେବା ମନୋଭାବ,ଅନନ୍ୟ ଆଦର୍ଶ,ଶୋଭାନୀୟତା,ସ୍ୱାଭିମାରେ ପରିପୂର୍ଣ୍ଣ । ଛାତ୍ର ଜୀବନରୁ ସେବାକୁ ଭଲ ପାଆନ୍ତି । ସମାଜ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ସେ ରାଜ୍ୟ ତଥା ଜାତୀୟ ସ୍ତରୀୟ ସମ୍ବର୍ଧନା ଲାଭ କରିଛନ୍ତି । ଏହି ମହାନ୍ ସଫଳ ପ୍ରତିଭାଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଶାରଦୀୟ ଦୂର୍ଗା ପୂଜାରେ ସେ ରାଜ୍ଯ ବାସୀଙ୍କୁ ଶୁଭେଛା ତଥା ଅଭିନନ୍ଦନ ଜଣାଇଛନ୍ତି । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ରାଜ୍ୟ ସଂଘ ର ଡାକରା କ୍ରମେ ୧୩ ଦଫା ଦାବି ନେଇ କୋରାପୁଟ ଜିଲ୍ଲାର ସମସ୍ତ ପ୍ରାଣୀ ଚିକିତ୍ସା ଡାକ୍ତର ମାନଙ୍କ ସାମୁହିକ ଇସ୍ତଫା , ଇସ୍ତଫା ପତ୍ର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଙ୍କୁ ଦେଲେ

ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିବାରଣ ସଚେତନତା ଉପଲକ୍ଷେ ରାୟଗଡ ବନାଞ୍ଚଳ ତରଫରୁ ତାଡମା ଆବାସିକ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କୁ ନେଇ ସଚେତନତା ରାଲି

masiha

ଜୋନାଲ ସ୍ତରୀୟ ଆଇନ ସାକ୍ଷରତା କ୍ଲବ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଜିଲ୍ଲା ଆଇନ ସେବା ପ୍ରାଧିକରଣ କୋରାପୁଟ-ଜୟପୁର ଦ୍ବାରା ଅନୁଷ୍ଠିତ 

masiha

Leave a Comment

error: Content is protected !!