ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେରେସିଂହା କୁମ୍ଭାର ସମାଜ ନୂତନ କର୍ମକର୍ତ୍ତା ନିର୍ବାଚିତ

ତେରେସିଂହା କୁମ୍ଭାର ସମାଜ ନୂତନ କର୍ମକର୍ତ୍ତା ନିର୍ବାଚିତ

କର୍ଲାମୁଣ୍ଡା, (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରା.ପ କୁମ୍ଭାର (କୁରାଳ) ସମାଜର ନୂତନ କର୍ମକର୍ତ୍ତା ରବିବାର ନିର୍ବାଚିତ ହୋଇ ଯାଇଛି I ଏଥିରେ ଗ୍ରାମ୍ୟ କୁମ୍ଭାର ସମାଜର ଉପସଭାପତି ଭୁବନେ ରଣା ସଭାପତିତ୍ୱ କରିଥିଲେ I ଉକ୍ତ ସଭାରେ କର୍ଲାମୁଣ୍ଡା ବ୍ଲକ ସଭାପତି ତଥା ଶିକ୍ଷାବିତ, ସୁସଂଗଠକ ମୁରଲୀଧର ରଣା ଯୋଗଦେଇ ଥିଲେ I ଅନୁଷ୍ଠିତ ସଭାରେ ସର୍ବସମ୍ମତି କ୍ରମେ ନୂତନ ସଭାପତି ଭାବେ ପୂର୍ବତନ ସରପଞ୍ଚ ଚତୃଭୁଜ ରଣା, ଉପସଭାପତି ପର୍ଶୁରାମ ରଣା, ସମ୍ପାଦକ ମନୋଜ ରଣା, ସହସମ୍ପାଦକ ସୁଶାନ୍ତ ରଣା ଓ କୋଷାଧ୍ୟକ୍ଷ ଭାବେ ଜନକ ରଣା ମନୋନୀତ ହୋଇଛନ୍ତି I ଏଥିରେ କୁମ୍ଭାର ସମାଜର ଲତାବନ ରଣା, ତ୍ରିନାଥ ରଣା, କୃଷ୍ଣଚନ୍ଦ୍ର ରଣା, ଗୌରାଙ୍ଗ ରଣା, ଗୌରଚନ୍ଦ୍ର ରଣା, ରୋହିତ ରଣା, ଦେବେନ୍ଦ୍ର ରଣା, ବୁଲୁ ରଣା, କଣ୍ଠ ରଣା, ଟଙ୍କଧର ରଣା, ଦୁର୍ବାସା ରଣା, ସରୋଜ ରଣା, ରଶ୍ମିରଂଜନ ରଣା, ରଙ୍ଗାଧର ରଣା, ପୁରନ୍ଦର ରଣା, ତପନ ରଣା, ଟିକେରାମ ରଣା, ପିତାମ୍ବର ରଣା, ଅଚ୍ୟୁତ ରଣା, ସରୋଜ ରଣା, ନଟୁ ରଣା, ନମିତ ରଣା, ପ୍ରମୋଦ ରଣା, ରତିକାନ୍ତ ରଣା, ଶିବ ରଣା, ସୁରେନ୍ଦ୍ର ରଣାଙ୍କ ସମେତ ଅନେକ ସଦସ୍ୟ ଯୋଗ ଦେଇଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଡାବୁଗାଁ ଗ୍ରସ୍ତ 

Sunil Chandra Nayak

ହେମଗିର ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

masiha

ଅଖିଳ ଭାରତୀୟ ସାହିତ୍ୟ ପରିଷଦର ମାସିକ ସାରସ୍ଵତ ସମାବେଶ

Sunil Chandra Nayak

Leave a Comment

error: Content is protected !!