ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା ମଙ୍ଗଳା ମନ୍ଦିର, ଶମ୍ଭୁ ନଗର ପଡା ବାର୍ଷିକ ଉତ୍ସବ ରେ ରୋଷେଇ ଗୃହ ର ଶୁଭ ଉଦଘାଟନ

ମା ମଙ୍ଗଳା ମନ୍ଦିର, ଶମ୍ଭୁ ନଗର ପଡା ବାର୍ଷିକ ଉତ୍ସବ ରେ ରୋଷେଇ ଗୃହ ର ଶୁଭ ଉଦଘାଟନ

ଭବାନୀପାଟଣା/ ଆଦ୍ୟ ତା.୩୦.୦୧.୨୦୨୬ ରିଖରେ ଶମ୍ଭୁ ନଗର ୱାର୍ଡ଼ ନ ୧୫, ମା ମଙ୍ଗଳା ମନ୍ଦିର ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଶ୍ରୀଯୁକ୍ତ ସାଗର ଚରଣ ଦାସ, ମାନ୍ୟବର ବିଧାୟକ, ଭବାନୀପାଟଣା, ବିଧାୟକ ଙ୍କ ଅନୁଦାନ ପାଣ୍ଠି ରୁ ନିର୍ମିତ (ବର୍ଷ- ୨୦୨୪-୨୫) ଏକ ରୋଷେଇ ଗୃହ ର ଶୁଭ ଉଦଘାଟନ ହୋଇଯାଇଅଛି l ଏହି ଉଦଘାଟନ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଧନୁ ଗହୀର, ମାନ୍ୟବର ବିଧାୟକ ପ୍ରତିନିଧି ସମ୍ମାନିତ ଅତିଥି ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ମହାଖୁଡ, ସଭାପତି, ଧବଳେଶ୍ୱର ମହାଦେବ ମନ୍ଦିର ଟ୍ରଷ୍ଠ କମିଟି, ଭୋଇଗୁଡ଼ା, ସରିତା ମହାଖୁଡ, ପୂର୍ବତନ ସଦର ବ୍ଲକ ଅଧ୍ୟକ୍ଷା, ଅରୂପ ବିଶୋଇ, ସମାଜ ସେବି, ଶର୍ମିତା ନାୟକ, ସମାଜ ସେବି ପୌରହିତ୍ଯ ଶ୍ରୀଯୁକ୍ତ ରବି ଚନ୍ଦ୍ର ଆରୁଖ, ସଭାପତି ମଙ୍ଗଳା ମନ୍ଦିର ତ୍ରଷ୍ଟ କମିଟି, ଶମ୍ଭୁ ନଗର ପଡା, ମନ୍ଦିର କମିଟି ବୃନ୍ଦ ଲଷ୍ମୀଧର ସ୍ୱାଇଁ, ବିଷ୍ଣୁ ଚରଣ ସ୍ୱାଇଁ, ବନି ପ୍ରଧାନ, କୁନା ଆରୁଖ, ଆରତୀ ପ୍ରଧାନ, ଶଙ୍କର ସ୍ୱାଇଁ, ପିଣ୍ଟୁ ପ୍ରଧାନ, ଶିବ ସୁନ୍ଦର ଗୁଆଲ, ଶିବ ସ୍ୱାଇଁ, ଆଶିଷ ପ୍ରଧାନ, ଚନ୍ଦନ ପ୍ରଧାନ, ଜିତୁ ପ୍ରଧାନ, ଏବଂ ସମସ୍ତ କମିଟି ମେମ୍ବର ବୃନ୍ଦ ଏବଂ ଶମ୍ଭୁ ନଗର ପଡା ବାସୀ ସହଯୋଗ ର ହାଥ ବଢ଼େଇଥିଲେ l ମା ମଙ୍ଗଳା ମା ଅଙ୍କର ଆସ୍ଥା ବିଶ୍ୱାସ ମନରେ ଅଛି, ଏକ ସ୍ଵସ୍ଥ୍ ବାର୍ତାବରଣ ରେ ମା ଅଙ୍କର ଉତ୍ସବ ହୋଇଅଛି l ରୀତି ନୀତି ଅନୁସାରେ ମା ଅଙ୍କର ପୂଜା ଅର୍ଚନା ହୋଇଥିଲା,ବଡ଼ ଧୁମ ଧାମ ରେ ମା ଅଙ୍କର ଉତ୍ସବ ହୋଇଅଛି ଏବଂ ମନ୍ଦିର ରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା l ମା ଙ୍କ ଭକ୍ତି ଯିଏ ମନରୁ କଲା ତାଙ୍କୁ ମା ଅଙ୍କର ସବୁ ବେଳେ ଆଶ୍ରିବାଦ ରହିଅଛି l ମନ୍ଦିର ରେ ବାହାରୁ ବି ଭକ୍ତ ମାନଙ୍କର ଭିଡ଼ ର ସୁଅ ଦେଖିବାକୁ ମିଳିଥିଲା l ଏବଂ ପ୍ରସାଦ ସେବନ ର ଆୟୋଜନ ହୋଇଥିଲା MLA ପ୍ରତିନିଧି ଜରିଆରେ ରୋଷେଇ ଘରକୁ ଲାଗି ଏକ ଭୋଗମଣ୍ଡପ ଲାଗୀ କମିଟି ଆପତ୍ତି ଦରଖାସ୍ତ ଜଣାଇଲେ

 ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ

Related posts

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ତରଫରୁ ସଡ଼କ ସୁରକ୍ଷା ଓ ଜୀବନ ରକ୍ଷା କର୍ମଶାଳା ଅନୁଷ୍ଠିତ

Sunil Chandra Nayak

ରାଇରଙ୍ଗପୁର ଵ୍ଳକ ପରିସରରେ ୧୨ ତମ ବିଶ୍ବ ଯୋଗ ଦିବସ ପାଳିତ

Sunil Chandra Nayak

ଭିଡ଼ିଓ ଉତ୍ତୋଳନ ବେଳେ ସାମ୍ବାଦିକଙ୍କୁ ଚୋରଙ୍କ ହତ୍ୟା ଧମକ୍ ନେଇ ବସ୍ତା ପ୍ରେସ କ୍ଳବ ପକ୍ଷରୁ ଥାନାରେ ଅଭିଯୋଗ 

masiha

Leave a Comment

error: Content is protected !!