ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାରୁଦ୍ର ଯୁବକ ସଂଘ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ୭୮ତିରୋଧାନ ଦିବସ ପାଳିତ

କଳାରୁଦ୍ର ଯୁବକ ସଂଘ ପକ୍ଷରୁ ମହାତ୍ମା

ଗାନ୍ଧୀଙ୍କ ୭୮ତିରୋଧାନ ଦିବସ ପାଳିତ

କର୍ଲାମୁଣ୍ଡା, ୩୦/୦୧ (ସୁଶାନ୍ତ ରଣା): କର୍ଲାମୁଣ୍ଡା ବ୍ଲକ ଯୋରାଡବରା ପଞ୍ଚାୟତ କୁଶୁର୍ଲା ହଜାରୀପଡା କଳାରୁଦ୍ର ଯୁବକ ସଂଘ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ୭୮ତମ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଆଜି ସହିଦ ଦିବସରେ ବାପୁଙ୍କ ତାଙ୍କ ପୁଣ୍ୟ ତିଥିରେ ସ୍ମରଣ କରିବା ସହ ତାଙ୍କର ମହାନ ଆଦର୍ଶକୁ ଅଧିକ ଲୋକପ୍ରିୟ କରିବା ଆମର ସାମୂହିକ କର୍ତ୍ତବ୍ୟ ବୋଲି ପ୍ରକୃତି ବନ୍ଧୁ ଶ୍ରୀ ସନତ କୁମାର ସାହୁ ମତାମତ ଦେଇଥିଲେ। ଏଥିରେ କଳାରୁଦ୍ର ଯୁବକ ସଂଘର ସଭାପତି ହେମନ୍ତ ସାହୁ, ସମ୍ପାଦକ ଅରବିନ୍ଦ ସାହୁ, ନିବେଦିତା ପ୍ରିୟଦର୍ଶିନୀ ସାହୁ, ଉମାକାନ୍ତି ସାହୁ, କଲ୍ୟାଣୀ ସାହୁ, ରେଖାଞ୍ଜଳି ସାହୁ, ଝିଲ୍ଲୀରାଣୀ ସାହୁ, ଚୁମନେଶ୍ଵର ସାହୁ, ଶିବପ୍ରସାଦ ସାହୁ, ନୀଳକଣ୍ଠେଶ୍ଵର ସାହୁ, ହୃଦାନନ୍ଦ ସାହୁ, ପ୍ରେମଚାନ୍ଦ ସାହୁ ତଥା କଳାରୁଦ ଯୁବକ ସଙ୍ଘର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।

Related posts

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ରେ ୨୨ ଟି ଅଭିଯୋଗର ଶୁଣାଣି 

masiha

ବହୁପୁରାତନ କିଶୋର କ୍ଲବର ବାର୍ଷିକ ଉତ୍ସବ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

ଗ୍ରୀସ ଭାଷାରେ ଅନୁଦିତ ହେଲା ଡ଼. ଭବାନୀ ନିଆଲଙ୍କ କବିତା 

masiha

Leave a Comment

error: Content is protected !!