ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧାନସଭା ଷ୍ଟାଣ୍ଡିଂ କମିଟିର ଜଟିଆଗୁଡା ମେଗା ପାନୀୟ ଜଳ ପ୍ରକଳ୍ପ ପରିଦର୍ଶନ

ବିଧାନସଭା ଷ୍ଟାଣ୍ଡିଂ କମିଟିର ଜଟିଆଗୁଡା ମେଗା ପାନୀୟ ଜଳ ପ୍ରକଳ୍ପ ପରିଦର୍ଶନ

କୋରାପୁଟ ଜିଲ୍ଲାର ତିନି ମେଗା ପାନୀୟଜଳ ପ୍ରକଳ୍ପ ପରିଦର୍ଶନ ନିମନ୍ତେ ୫ ଜଣିଆ ବିଧାନସଭା ଷ୍ଟାଣ୍ଡିଂ କମିଟିର ଗସ୍ତ କରିଛନ୍ତି ।ଆଜି ଏହି ପାଞ୍ଚଜଣିଆ ବିଧାନସଭା ଷ୍ଟାଣ୍ଡିଂ କମିଟି ଦଶମନ୍ତପୁର  ବ୍ଲକର ଦୁଆରଶୁଣି ପଞ୍ଚାୟତ ଅଧୂନସ୍ଥ ଜଟିଆଗୁଡ଼ା ଗ୍ରାମରେ  ତଥା ମୁରାନ ନଦୀରେ ନିର୍ମାଣାଧୀନ ମେଗା ପାନୀୟଜଳ ପ୍ରକଳ୍ପ ପରିଦର୍ଶନରେ ଯାଇ ଅନୁଧ୍ୟାନ କରିଥିବା ଦେଖାଦେଇଛି I ଏହି ପାଞ୍ଚ ଜଣିଆ କମିଟିର ଅଧକ୍ଷ ହେଲେ ବିଧାୟକ ସନାତନ ବିଜୁଳି  କମିଟିର ଅନ୍ୟ ସଦସ୍ୟ ହେଲେ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା,  ବିଧାୟକ ପଦ୍ମଚରଣ ହାଇବୁରୁ, ବିଧାୟକ ଅରବିନ୍ଦ ମହାପାତ୍ର, ବିଧାୟକ ଳମଣି ବିଶୋଇ, ବିଧାୟକ ଦେବୀ ରଞ୍ଜନ ତ୍ରିପାଠି ଏହି ମେଗା ପାନୀୟଜଳ ପ୍ରକଳ୍ପ  ପରିଦର୍ଶନ ସମୟରେ ଜିଲ୍ଲା ପରିଷଦ ଦ ମୁଖ୍ଯ ଉନ୍ନୟନ ଅଧୂକାରୀ ତଥା ନିର୍ବାହୀ ଅଧୂକାରୀ ବେଣୁଧର ଶବର, ଗ୍ରାମ୍ୟ ଉନ୍ନୟନ କୋରାପୁଟ ଡିଭିଜନର ଅକ୍ଷଣ ଯନ୍ତ୍ରୀ, ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ  ଅଧୂକାରୀ ସିଦ୍ଧେଶ୍ୱର ନାୟକଙ୍କ ସମେତ ବିଭାଗୀୟ ଅଧୂକାରୀ ମାନେ  ଉପସ୍ଥିତ ଥିଲେ।

କୋରାପୁଟ ଜିଲ୍ଲାରୁ ଶ୳୲ମ ଖିଲ ଙ୍କ ରିପୋର୍ଟ୍ 

Related posts

କଳାରୁଦ୍ର ଯୁବକ ସଂଘର ୧୮ତମ ପ୍ରତିଷ୍ଠା ଦିବସ ପାଳିତ

Sunil Chandra Nayak

ସ୍ଵଗର୍ତ ମଧୁସ୍ମିତା ମଲ୍ଲିକଙ୍କ  ଦ୍ବିତୀୟ ଶ୍ରାଦ୍ଧ ଦିବସ ପାଳିତ

Sunil Chandra Nayak

ଅସହାୟ ଗରିବଙ୍କ ପାଇଁ ଏକମାତ୍ର ଭରସା ଯୁବ ସମାଜସେବୀ 

Leave a Comment

error: Content is protected !!