ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସନ୍ଦେହ ଜନକ ଯୁବକର ମୃତ୍ଯୁ ହତ୍ଯା ଅଭିଯୋଗ ଆଣିଲେ ପରିବାର ଲୋକେ

ସନ୍ଦେହ ଜନକ ଯୁବକର ମୃତ୍ଯୁ ହତ୍ଯା ଅଭିଯୋଗ ଆଣିଲେ ପରିବାର ଲୋକେ

ବସ୍ତା୧୧।୪(ଆପ୍ର)ବସ୍ତାଥାନାଅଧିନସ୍ଥ ପଞ୍ଚୁପଡା ପୋଲ ତଳୁ ରକ୍ତ ଉବୁଟୁବୁ ଅବସ୍ଥାରେ ଜୈନିକ ବ୍ଯକ୍ତିର ମୃତଦେହ ପୁଲିସ ଉଦ୍ଧାର କରିଛି ।ସୂଚନାରୁ ପ୍ରକାଶ ସିଂଲା ଥାନା ଅଧିନସ୍ଥ ମରିଚି ଗ୍ରାମର ସ୍ବର୍ଗତ ନଲିନ ମହାନ୍ତିଙ୍କ ପୁଅ ଦିଲ୍ଲୀପ ମହାନ୍ତି (୪୫)ଗତକାଲି କୌଣସି କାର୍ଯ୍ଯ ପାଇଁ ଘରୁ ବାହାରି ଆସିଥିଲେ ।ହେଲେ ରାତ୍ରୀରେ ଘରକୁ ଫେରିନଥିଲେ ।ଘରଲୋକେ ମୋବାଇ ମାଧ୍ଯମରେ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେହେ ମୋବାଇଲ ସଇଜ ଅପ ରହିଥିଲା ।ହେଲେ ଆଜି ସକାଳେ ପଞ୍ଚୁପଡା ପୋଲ ତଳେ ତାଙ୍କ ମୃତଦେହ ପଡିଥିବାଦେଖି ନିକଟସ୍ଥ ଲୋକେ ବସ୍ତା ଥାନାକୁ ଖବର ଦେଇଥିଲେ ।ପୁଲିସଘଟଣା ସ୍ଥଳରେ ପହଞ୍ଚି ମୃତ ଦିଲ୍ଲୀପକୁ ଉଦ୍ଧାରକରି ପୋଷ୍ଟ ମଟମ ପାଇ ପଠାଇ ଏକ ଅପମୃତ୍ଯୁ ମାମଲା ୧୩/୨୬ ମୂଳେ ମାମଲା ରୁଜୁ କରି ପରିବାରକୁ ହସ୍ତାନ୍ତର କରିଛନ୍ତି ।ତେବେ ପରିବାରଲୋକେ ହତ୍ଯା ସନ୍ଦେହ କରିଛନ୍ତି ବୋଲି କହୁଥିବାବେଳେ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି ବୋଲି ଏସ ଆଇ ସନ୍ଦିପ କୁଜୁରୁ ପ୍ରକାଶ କରିଛନ୍ତି।

ବିଜୟ କୁମାର ଭୂୟାଁ ଙ୍କ ରିପୋର୍ଟ୍ 

Related posts

ସରକାରୀ ଟଙ୍କା କୁ ଆତ୍ମସାତ ଘଟଣା। ବନ୍ଧା ହେଲେ ବନ ବିଭାଗର ପାଞ୍ଚ କର୍ମଚାରୀ

masiha

ବିଶ୍ରା ଥାନା ଅନ୍ତର୍ଗତ ସାରୁବାହାଲର ଢ଼ାବା ମାଲିକଙ୍କୁ ଗୁଳି କରି ସଶସ୍ତ୍ର ଡକାୟତି… ପୁଲିସ ର ତ୍ଵରିତ କାର୍ଯ୍ୟନୁଷ୍ଠାନ…

masiha

ଗର୍ଜନ ପାଣି ଗ୍ରାମବାସୀଙ୍କୁ ସୁରକ୍ଷା ଦିଆଯିବ ବୋଲି ଆରକ୍ଷୀ ଅଧ୍ୟକ୍ଷଙ୍କ ପ୍ରତିଶ୍ରୁତି ଦେଲେ

Sunil Chandra Nayak

Leave a Comment

error: Content is protected !!