ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡିଟିଏଚ ଅପରେଟର ସଂଘ ଗଠିତ

ଜୁନାଗଡ଼ ୦୧/୦୭ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର ଡିଟିଏଚ ଅପରେଟର ମାନଙ୍କୁ ନେଇ ଏକ ସଂଘ ଗଠନ କରାଯାଇଛି।ସ୍ଥାନୀୟ ହୋଟେଲ ଓରିଅନ ସଭାଗୃହରେ ଅନୁଷ୍ଠିତ ସଭାରେ ହୁଦାନନ୍ଦ ମାଝୀ ସଭାପତିତ୍ୱ କରିଥିବା ବେଳେ ଏକ ସଂଘ ଗଠନ କରାଯାଇ କର୍ମକର୍ତ୍ତା ଚୟନ କରାଯାଇଥିଲା। ସଂଘର ସଭାପତି ଭାବେ ସୁବାସ ଚନ୍ଦ୍ର ନାଏକ,ଉପସଭାପତି ଧନଞ୍ଜୟ ଦାସ,ସାଧାରଣ ସମ୍ପାଦକ ଆଜାଦ ରାଉତ, ସହ ସମ୍ପାଦକ ହୃଦାନନ୍ଦ ମାଝୀ, କୋଷାଧ୍ୟକ୍ଷ ଘନଶ୍ୟାମ ପଟେଲ ପ୍ରମୁଖ ନିର୍ବାଚିତ ହୋଇଥିଲେ।ଆଗାମୀ ଦିନରେ ଉତ୍ତମ ମାନର ଗ୍ରାହକ ସେବା ଯୋଗାଇବା ସହିତ ସଙ୍ଗଠନକୁ ସୃଦୃଢ଼  କରାଯିବା ପାଇଁ ସହମତି ପ୍ରକାଶ ପାଇଥିଲା।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ

Related posts

ବିଶୋଇ ଅଞ୍ଚଳର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ଷ୍ଟାଣ୍ଡ ଫର୍ ନିଡି ୟୂଥ କ୍ଲବ ପକ୍ଷରୁ ବିଶୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ହୁଇଲ ଚେୟାର ପ୍ରଦାନ

Sunil Chandra Nayak

ବେଙ୍ଗାଲୁର ରୁ ଗାଁକୁ ଫେରୁଛି ଦାଦନ ଶ୍ରମିକଙ୍କ ଶବ

ଅପର୍ତ୍ତି ସେଠୀ ଙ୍କ କବିତା ଧନ୍ୟବାଦ ଯୋଜନା

Sunil Chandra Nayak

Leave a Comment

error: Content is protected !!