ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବୁଢୀପଦର ପ୍ରାଥମିକ ବିଦ୍ୟାଳୟର ପୁନଃ ନିର୍ମାଣ ନିମନ୍ତେ ଜିଲ୍ଲାପାଳ ଓ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

ଭବାନୀପାଟଣା : ଭବାନୀପାଟଣା ବ୍ଲକ ଅନ୍ତର୍ଗତ ବୁଢ଼ୀପଦାର ପ୍ରାଥମିକ ବିଦ୍ୟାଳୟର ପୁନଃ ନିର୍ମାଣ ଦାବି ନେଇ ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଡ଼.ଭବାନୀ ଶଙ୍କର ନିଆଲଙ୍କ ନେତୃତ୍ୱରେ ଜିଲ୍ଲାପାଳ ଓ ବିଡ଼ିଓଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି ଗ୍ରାମବାସୀ । ୧୯୬୪ ମସିହାରେ ପ୍ରତିଷ୍ଠା ହୋଇଥିବା ବୁଢୀପଦର ପ୍ରାଥମିକ ବିଦ୍ୟାଳୟ ଜୀର୍ଣ୍ଣସିର୍ଣ୍ଣ ଅବସ୍ଥାରେ ପଡି ରହିଛି । ତେଣୁ ଏହାର ଆସୁ ସମାଧାନ ପାଇଁ ଜିଲ୍ଲାପାଳ ଓ ଭବାନୀପାଟଣା ବିଡ଼ିଓଙ୍କୁ ଡ଼. ଭବାନୀ ଶଙ୍କର ନିଆଲ ଏବଂ ଗ୍ରାମବାସୀ ମାନେ ନିବେଦନ କରିଥିଲି । ଏଥିରେ ଗ୍ରାମବାସୀ ତରଫରୁ ଦୀନବନ୍ଧୁ ସାହୁ, କାମଦେବ ସାହୁ,ଗୁଣନିଧି ସୁନା (ପ୍ରଧାନ ଶିକ୍ଷକ), ବଳଦେବ ସାହୁ (ସଭାପତି), ପ୍ରଦୀପ ସାହୁ,କେଦାର ସାହୁ, ରହିତ ସାହୁ, ଲକ୍ଷ୍ମଣ ଶବର,ଦାମୋଦର ନାଗ (ୱାର୍ଡ ମେମ୍ବର), ହୃଦାନନ୍ଦ ମାଝୀ, ଗନ୍ଧର୍ବ ସାହୁ ,ଡୁଲମଣୀ ଶବର,ଦେବରାଜ ଯାନୀ,ହିମାଂଶୁ ବାଗ, ଭଗବାନ ଯୁଆଡ଼, ଧନୁ ଯାନୀ, ବୈକୁଣ୍ଠ ମାଝୀ, ବିସିକେଶନ ଶବର, ଧରଣୀ ସାହୁ, ପ୍ରହଲ୍ଲାଦ ଯୁଆଡ଼, ଅଯୋଧ୍ୟା ଶିଖା,ସୁଗ୍ରୀ ଭୋଇ,ଲାଲୁ ପ୍ରସାଦ ସାହୁ,ଲିଙ୍ଗରାଜ ଯାନୀ, କୁବେର ସାହୁ, ପୂର୍ଣ୍ଣ ଚିନାଗୁନ, ବାବୁଲି ବାଗ, ଖୁସିରାମ ସାହୁ ଆଦି ପ୍ରମୁଖ ଉପସ୍ଥିତ ଥିଲେ ।

ଖୁସି ରାମ ସାହୁ, କର୍ଲାପଡ଼ା 

Related posts

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ଗୋଲାପ

ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନା ର ଭିତ୍ତିଭୁମି ଓ ଅବଶ୍ୟକତା ପରଖିଲେ ଏ ଡି ଏମ ଓ

Sunil Chandra Nayak

ଚାଷୀମାନେ ଅନୁମତି ନ ପାଇବାରୁ ଅମଳ ଧାନ ବିକ୍ରିରେ ଅସୁବିଧା

Sunil Chandra Nayak

Leave a Comment

error: Content is protected !!