ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେପି ଯୁବମୋର୍ଚ୍ଚା ର ବିଧାନ ସଭା ଘେରଉ ପାଇଁ ପ୍ରସ୍ତୁତି ବୈଠକ

ଢେ଼ଙ୍କାନାଳ ଯୋରନ୍ଦା ଠାରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି  ଏମ୍ ଜେ ମହିମା ଙ୍କ ନେତୃତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସୂଚନା ଅନୁସାରେ ରାଜ୍ୟ ର ବିପର୍ଯ୍ୟସ୍ତ ଆଇନ ବ୍ୟବସ୍ଥା ଓ କୁ ଶାସନ ବିରୋଧରେ ଆସନ୍ତା ୨୮ତାରିଖରେ ଭୁବନେଶ୍ୱର ଠାରେ ହେବାକୁ ଥିବା ବିଧାନସଭା ଘେରାଉ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଗତ କାଲି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଯୋରନ୍ଦା ଠାରେ ଅନୁଷ୍ଠିତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସିଦ୍ଧାର୍ଥ ଶଙ୍କର ସାମଲ , ଧର୍ମାନନ୍ଦ ରାଉତ,କାରଣ ବେହେରା, ବିରଞ୍ଚି ସାହୁ , ଚିତ ରଞ୍ଜନ ରାଉତ ଓ ଦଳର ଅନ୍ୟ ସଦସ୍ୟ ମାନେ ଯୋଗ ଦେଇଥିଲେ

ରିପୋଟର୍ ଧର୍ମେନ୍ଦ୍ର କୁମାର ପରିଡ଼ା

Related posts

ଚତୁର୍ଥ ଦିନରେ ବିଜେଡିର ଚକ୍ରମଣି ବିରାଟ ପଟୁଆରରେ ଆସି ପ୍ରାର୍ଥୀପତ୍ର ଦାଖଲ କଲେ 

masiha

ବ୍ଲକ ଅଫିସ ମାନଙ୍କରେ ବିଭିନ୍ନ ଦୁର୍ନୀତି କୁ ବିରୋଧ ଓ ବିଭିନ୍ନ ସମସ୍ୟା ନେଇ କଂଗ୍ରେସ କମିଟିର ବ୍ଲକ୍ ଘେରାଉ

masiha

ରାଜ୍ୟରେ ୯.୮ ଲକ୍ଷ ଭୋଟର ବାଦ୍ ପଡ଼ିବା ପ୍ରସଙ୍ଗ, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସ୍ ଘେରିଲା ବିଜେଡି

Sunil Chandra Nayak

Leave a Comment

error: Content is protected !!