ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଠ ପଢିବାକୁ ସହାୟତା ର ହାତ ବଢ଼ାଇଲେ ସାମାଜିକ କର୍ମୀ

ତେନ୍ତୁଳିଖୁଣ୍ଟି ୦୯/୦୬/୨୩ -ତେନ୍ତୁଳିଖୁଣ୍ଟି ବ୍ଲକ ଅଁଳା ଭଟ୍ଟା ଗ୍ରାମପଞ୍ଚାୟତ ର ରଶ୍ମି ସୌରା ମାଟ୍ରିକ ପାଶ ପରେ ପରିବାରର ଆର୍ଥିକ ସ୍ଥିତିକୁ ଦେଖି ପାଠ ରେ ଡୋରୀ ବାନ୍ଧିଥିଲେ। ସେ ଚେକଡ୍ୟାମ କାମରେ କୁଲି କାମ କରୁଥିବା ଦେଖିଥିଲେ କଂଗ୍ରେସ ନେତା ଦିଲିପ ପ୍ରଧାନୀ,ସୁବାସ ସୁର ଓ ବୃନ୍ଦାବନ ତ୍ରିପାଠି ଦେଖିଥିଲେ। ଏକଭୋଜି କାର୍ଯ୍ୟକ୍ରମ ରେ ଏ ସମ୍ପର୍କରେ ଏହିତିନି ଜଣ କଥା ହେଉଥିବା ବେଳେ ସାମାଜିକ କର୍ମୀ ତଥା ଶିଳ୍ପପତି ଅମର ସାହୁ ଶୁଣିବାପରେ ତାର ପାଠପଢା ଖର୍ଚ୍ଚ ସେ ବହନ କରିବେ ବୋଲି ସେହିତିନି ନେତା ଙ୍କୁ କହିଥିଲେ। ଆଜି ପାଞ୍ଚ ହଜାର ଟଙ୍କା ରଚେକ ଦେଇଥିଲେ। ଦାମ ସୌରା ଙ୍କ ଝିଅକୁ ପ୍ରଦାନ କରିଛନ୍ତି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ମାନ୍ୟବର ଅଦାଲତ ନିର୍ଦ୍ଧେଶରେ ମର୍ଯ୍ୟାଦାହାନୀ ‘ନା’ ଷଡଯନ୍ତ୍ର?କେଉଁ ଆଇନରେ ଷ୍ଟାଫ ଦରମା ଦେବେ ଶ୍ରମିକଙ୍କୁ-ଏଡିଜି?

masiha

ଭାରତୀୟ ଗୁରୁ ପରମ୍ପରାରେ ବ୍ଯାସ ଦେବ ଆଲୋଚନାଚକ୍ର

Sunil Chandra Nayak

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲାରେ ରାଜ୍ୟ ଜାତୀୟ ସେବା ଯୋଜନା ଅନ୍ତର୍ଗତ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜିତ 

masiha

Leave a Comment

error: Content is protected !!