ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲାଞ୍ଜିଗଡ଼ ବ୍ଲକ ବ୍ରାହ୍ମଣ ସମାଜର ବୈଠକ ଅନୁଷ୍ଠିତ

ଲାଞ୍ଜିଗଡ଼,୦୪/୦୯(ମନିସ)-ଲାଞ୍ଜିଗଡ଼ ବ୍ଲକ ବ୍ରାହ୍ମଣ ସମାଜ ତରଫରୁ ଲାଞ୍ଜିଗଡ଼ ରୋଡ଼ ଶିବ ମନ୍ଦିର ପରିସରରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ! ଲାଞ୍ଜିଗଡ଼ ବ୍ଲକ ବ୍ରାହ୍ମଣ ସମାଜର ସଭାପତି ହରେକ୍ରୁଷ୍ଣ ଯୋଷୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପସଭାପତି ମନୋଜ ମହାପାତ୍ର, ଉପଦେଷ୍ଟା ଅରକ୍ଷିତ ମହାପାତ୍ର, କାର୍ତ୍ତିକେଶ୍ବର ବେହେରା, ବୀରେନ୍ କୁମାର ପଣ୍ଡା, ରିପୁନାଥ ଖାଡ଼ଙ୍ଗା, ବିଷ୍ଣୁପ୍ରସାଦ ଶତପଥୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ! ଏଇ ଅବସରରେ ସମାଜର ଉପସଭାପତି ଭାବେ ଚନ୍ଦ୍ରଶେଖର ମହାପାତ୍ର, ସଞ୍ଜୀବ କୁମାର ପଣ୍ଡା, ସାଂଗଠନିକ ସଭ୍ୟ ଭାବେ ବଳରାମ ମିଶ୍ର, କାର୍ଯ୍ୟକାରୀ କମିଟି ସଭ୍ୟ ଭାବେ ଲମ୍ବୋଦର ପତି, ପ୍ରଜ୍ଞା ବାହିନୀ ଲାଞ୍ଜିଗଡ଼ ବ୍ଲକ ସଂଯୋଜିକା ଭାବେ ଲକ୍ଷ୍ମୀପ୍ରିୟା ଖାଡ଼ଙ୍ଗାଙ୍କୁ ଚୟନ କରାଯାଇଥିଲା । ଏଇ ଅବସରରେ ସମାଜର ବରିଷ୍ଠ ସଦସ୍ୟ ନିରଞ୍ଜନ ମହାପାତ୍ର, ଉମାଶଙ୍କର ବେହେରା, ଜୀବନ କର, ହରେକ୍ରୁଷ୍ଣ ମହାପାତ୍ର, ଚକ୍ରଧର ମହାପାତ୍ର, ନିରଞ୍ଜନ ପାଢୀ, ସମୀର ମହାପାତ୍ର, ଆଦିତ୍ୟ କୁମାର ପଣ୍ଡା, ଧରଣୀଧର ମହାପାତ୍ର, ମନୋଜ ଶତପଥୀ, ପ୍ରଭାତରଞ୍ଜନ ବେହେରା, ଜ୍ୟୋତି ମହାପାତ୍ର, ବିଜୟ ପଣ୍ଡା, ରଞ୍ଜିତ ପଣ୍ଡା, ବିବେକ ରଥ, ସ୍ମ୍ରୁତିରଞ୍ଜନ ମହାପାତ୍ର, ଶେଖରସୁମନ ଦାଶ, ଅଭିଶେକ ମହାପାତ୍ର, ସିଦ୍ଧାର୍ଥ ମହାପାତ୍ର, ବିନୋଦ ମହାପାତ୍ର, ବାଦଲ ମହାପାତ୍ର, ଆକାଶ ପାଢ଼ୀଙ୍କ ସମେତ ସମାଜର ବହୁ ସଦସ୍ୟ ଏଥିରେ ସାମିଲ ହୋଇଥିଲେ !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ଦାସି ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ 

masiha

ପ୍ରକାଶ ପାଇଲା କବିତା ପ୍ରତିଯୋଗିତା ଫଳାଫଳ, ପ୍ରଥମ ହେଲେ ଭାରତୀ

masiha

ରକ୍ତଦାନ କରିବା ଜୀବନ ବଞ୍ଚାଇବା

masiha

Leave a Comment

error: Content is protected !!