ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶୀ ନୃତ୍ୟଗୁରୁ ସୀକତା ଦାସଙ୍କୁ କୃତଜ୍ଞତା 

ଓଡ଼ିଶୀ ନୃତ୍ୟଗୁରୁ ସୀକତା ଦାସଙ୍କୁ କୃତଜ୍ଞତା 

ବୟାଳିଶମୌଜା,୩୦।୯(ମ ନି ସ) : କଟକ ସଦର ୪୨ମୌଜାସ୍ଥ୍ ପଟଣା ଗ୍ରାମ ତଥା ଓଡ଼ିଶାର ଗର୍ବ ଗୌରବ ନାଟ୍ୟକାର ପଦ୍ମଶ୍ରୀ ମନୋରଞ୍ଜନ ଦାସଙ୍କ ସୁକନ୍ୟା ଓଡ଼ିଶୀ ନୃତ୍ୟଗୁରୁ ସୀକତା ଦାସ ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ସେଥିପାଇଁ ତାଙ୍କ ଜନ୍ମ ମାଟି ପଟଣା ଗ୍ରାମ ଗର୍ବିତ । ପଟଣା ଗ୍ରାମର ସର୍ବପୁରାତନ ଅନୁଷ୍ଠାନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ବରିଷ୍ଟ ସାମ୍ବାଦିକ ମୁଖ୍ୟ ଉପଦେଷ୍ଟା ବସନ୍ତ କୁମାର ରଥ,ପ୍ରାଧ୍ୟାପକ ଡକ୍ଟର ଶେଖ୍ କଲୀମୂଲ୍ଲ୍ଲା,ପ୍ରାଧ୍ୟାପକ ସ୍ଵାଧୀନ ଶେଖର ଷଡ଼ଙ୍ଗୀ,ଅବସର ପ୍ରାପ୍ତ ସେକ୍ସନ ଅଫିସର ଉର୍ମିଳା ମହାନ୍ତି , ପୂର୍ବତନ ସରପଂଚ ବୀରବର ଲେଙ୍କା,ସାମ୍ବାଦିକ ଇଂଜିନିୟର ଶ୍ରୀକାନ୍ତ ବେଉରା,ସାମ୍ବାଦିକ ଚୀତ୍ତ ରଞ୍ଜନ ବେହେରା,ସମବାୟବିତ୍ ମହେନ୍ଦ୍ର କୁମାର ନାୟକ,ଅନୁଷ୍ଠାନର ସଭାପତି କଵୀ ସରୋଜ ନଳିନୀ ପରିଜା,କାର୍ଯ୍ୟକାରୀ ସଭାପତି ଅଭୟ କୁମାର ଦାସ,ଉପସଭାପତି ଶିଳ୍ପୀ ଉପେନ୍ଦ୍ର ବାରିକ୍,ଚନ୍ଦ୍ରକାନ୍ତ ପଣ୍ଡା (ପ୍ରଯୋଜକ ନନ୍ଦିଘୋଷ ଟିଭି ), ସଂଯୋଜକ ଅସୀମ କୁମାର ଦାସ , ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି,ସାମ୍ବାଦିକ ବିଭୁ ରଞ୍ଜନ ସ୍ବାଇଁ , ସାମ୍ବାଦିକ ଚନ୍ଦନ ମହାନ୍ତି,କବୟତ୍ରୀ ବନପ୍ରଭା ପରିଡ଼ା ଆନ୍ତରିକ ଅଭିନନ୍ଦନ ଜଣାଉଛନ୍ତି।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

କାର୍ତ୍ତିକ ପୂର୍ଣ୍ଣିମାରେ ଵହଳଦାରେ ମା’ କୀଚକେଶ୍ଵରୀଙ୍କ ସୁନାବେଶ ପାଇଁ ବ୍ୟାପକ ପ୍ରସ୍ତୁତି

masiha

ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହର କାନାରା ବ୍ୟାଙ୍କ ପାଖରେ ଆଜି ଭାରତର ସର୍ବବୃହତ ଓ ବିଶ୍ୱାସଯୋଗ୍ୟ କମ୍ପାନୀ Reliance କମ୍ପାନୀର ୫୮ ତମ ଡିଜିଟାଲ ଷ୍ଟୋର JIO_MART_DIGITAL ସୋ ରୁମ୍ ଶୁଭ ଉଦ୍ଘାଟିତ !

masiha

ପାପଡାହାଣ୍ଡି ବ୍ଲକର ବିଭିନ୍ନ ଅଞ୍ଚଳ ବୁଲିଲେ ରାଜ୍ୟପାଳ

masiha

Leave a Comment

error: Content is protected !!