ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମ୍ପୂର୍ଣ୍ଣ ଶରୀର ଦାନ କଲେ କବି ଓ ସାମ୍ବାଦିକ

ସମ୍ପୂର୍ଣ୍ଣ ଶରୀର ଦାନ କଲେ କବି ଓ ସାମ୍ବାଦିକ

ବାଲେଶ୍ଵର,୦୯/୩/୨୪- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଖଇରା ପଞ୍ଚାୟତ ଆଳଦା ଗ୍ରାମର କବି, ସାହିତ୍ଯିକ, ସାହିତ୍ୟ ଅନୁଷ୍ଠାନର ପ୍ରତିଷ୍ଠାତା ଓ ସମ୍ପାଦକ, ସମାଜସେବକ ଏବଂ ବିଭିନ୍ନ ସାହିତ୍ୟ ଓ ସମାଜସେବା ଅନୁଷ୍ଠାନ ସହିତ ଜଡିତ ଥିବା ନରେନ୍ଦ୍ର ପ୍ରସାଦ ବେହେରା ତା ୦୯/୩/୨୦୨୪ ରିଖ ଶନିବାର ନିଜର ସମ୍ପୂର୍ଣ୍ଣ ଶରୀରକୁ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ଯାଣ ବିଭାଗକୁ ଦାନ କରିଦେଇଛନ୍ତି । ମୃତ୍ୟୁ ପରେ ଶରୀର କୌଣସି ଅଙ୍ଗ ପ୍ରତ୍ଯଙ୍ଗ ଯଦି କାହାରି କାର୍ଯ୍ୟରେ ଲାଗି ପାରିବ ସେହି ସମାଜସେବା କାର୍ଯ୍ୟ ନିମନ୍ତେ ଏଭଳି ପଦକ୍ଷେପ ନେଇ ନିଜକୁ ଧନ୍ୟ ମନେକରିଛନ୍ତି ଶ୍ରୀ ବେହେରା । ଏ ଖବର ପ୍ରଚାରପ୍ରସାର ପରେ ସବୁ ଦିଗରୁ ପ୍ରଶଂସା ଓ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି । ମୋ ମୃତ୍ୟୁ ପରେ ମୋ ଶରୀର ସମାଜସେବାରେ ଲାଗିଲେ ମୋର ଆତ୍ମା ଶାନ୍ତି ପାଇବ ବୋଲି ସମସ୍ତଙ୍କୁ ମନରକଥା ଖୋଲି କହିଛନ୍ତି ଶ୍ରୀ ବେହେରା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଶେଷ ପର୍ଯ୍ୟାୟରେ ପହଞ୍ଚିଲା ଆଲମଣ୍ଡା ବ୍ରିଜ କାମ , ଆନ୍ଧ୍ର କୁ ରାସ୍ତା ଖୋଲିବ , ସ୍ବାସ୍ଥ୍ୟ ସେବା ଓ ବାଣିଜ୍ୟ ର ସୁଯୋଗ ପାଇବେ ଅଞ୍ଚଳବାସୀ

Sunil Chandra Nayak

ରାଜ୍ୟ ସରକାରଙ୍କ ଅଧିନସ୍ଥ ହୋମିଓ ପାଥି କେନ୍ଦ୍ରର ଅବସ୍ଥା ଯଥା ପୂର୍ଵଂ ତଥା ପରଂ ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିକଟରେ ଦାବି…

ପାର୍ବତୀ ନୋଡାଲ୍ ବିଦ୍ୟାପୀଠ ଆଲୁମିନି କମିଟି ପକ୍ଷରୁ ଦିତୀୟ ବାର୍ଷିକ ସମ୍ବର୍ଧନା ସମାରୋହ 

Sunil Chandra Nayak

Leave a Comment

error: Content is protected !!