ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖୁଆଡ଼ ଅଂଚଳରେ ଝାଡ଼ଖଣ୍ଡି ହାତୀପଲ ଆତଙ୍କ

ଖୁଆଡ଼ ଅଂଚଳରେ ଝାଡ଼ଖଣ୍ଡି ହାତୀପଲ ଆତଙ୍କ

ବସ୍ତା,25/03 : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ସୋମବାର ଅପରାହ୍ନ ସମୟରେ ଖୁଆଡ଼ ଅଂଚଳରେ ଝାଡ଼ଖଣ୍ଡି ହାତୀପଲ ଆତଙ୍କ ଦେଖିବାକୁ ମିଳିଛି।ତେବେ ଏହି ହାତୀପଲ ପାଖ ବଣଦେଇ ହାତୀ ଏହି ଅଂଚଳରେ ପ୍ରବେଶ କରିଥିଲେ। ଏହି ଅଂଚଳରେ ଥିବା ବିଭିନ୍ନ ଲୋକଙ୍କ ଘରେ ଥିବା ଧାନ ଚାଉଳ ନଷ୍ଟ କରିବା ସହିତ ଚାଷଜମି ଓ ଗଛପତ୍ର ଭାଙ୍ଗିଥିଲେ। ପରେ ବନବିଭାଗ ଓ ସ୍ଥାନୀୟ ଲୋକେ ଘଟଣାସ୍ଥଳରୁ ହାତୀ କୁ ପାଖ ଜଙ୍ଗଲକୁ ଛାଡିଥିବା ଜଣାଯାଇଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ଭବନୀପାଟଣା ପୌରପାଳିକା ପକ୍ଷରୁ ଘୋଳ ଦହି ବଣ୍ଟନ

15th Bharat Muni Saman Samaroh has started in Odisha.

masiha

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ରାୟଗଡା କୋଟ ପରିସରରେ ଆଇନ ସଚେତନତା ଶିବିର

masiha

Leave a Comment

error: Content is protected !!