ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବହୁଜନ ସମାଜ ପାର୍ଟି ତରଫରୁ ଆମ୍ବେଦକର ଜନ୍ମଜୟନ୍ତୀ ଅନୁଷ୍ଠିତ

ବହୁଜନ ସମାଜ ପାର୍ଟି ତରଫରୁ ଆମ୍ବେଦକର ଜନ୍ମଜୟନ୍ତୀ ଅନୁଷ୍ଠିତ 

କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଅଧିନସ୍ଥ ଆଖୁଆ ଦକ୍ଷିଣୀ ପଞ୍ଚାୟତ ବଉଳାଙ୍ଗ ଗ୍ରାମରେ ମହେନ୍ଦ୍ର ମଲ୍ଲିକ ଙ୍କ ନେତୃତ୍ବରେ ଆମ୍ବେଦକରଙ୍କ ୧୩୩ତମ ଜନ୍ମଜୟନ୍ତୀ ବହୁ ଆଡମ୍ବର ସହକାରେ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଇସାନ ଅଲ୍ଲୀ , ସମ୍ମାନିତ ଅତିଥି ଆଇନଜୀବୀ ରଂଜନ ମଲ୍ଲିକ,ବରିଷ୍ଠ ନେତା ଅଶୋକ ସେଠୀ, ଜିଲ୍ଲା ସଭାପତି ରାଜେନ୍ଦ୍ର ମଲ୍ଲିକ, ଜିଲ୍ଲା ଉପସଭାପତି କିଶୋର ଚନ୍ଦ୍ର ମଲ୍ଲିକ,ଅଧିର ନାଥ ଶର୍ମା, ଚିନ୍ମୟ ପରିଡା,ବାଦଲ ମଲ୍ଲିକ, ବହୁଜନ ସମାଜ ପାର୍ଟିର ଜିଲ୍ଲା ୟୁନିଟ ଏବଂ ଆମ୍ବେଦକର ପ୍ରେମୀ ପ୍ରମୁଖ ଯୋଗଦାନ କରିଥିଲେ ଏହି ସଭାରେ ବାବା ସାହେବ୍ ଡ଼ଃ ଭୀମରାଓ ଆମ୍ବେଦକର ଦେଇଥିବା ସର୍ବବୃହତ ସମ୍ବିଧାନ ବିଷୟରେ ଅତିଥିମାନେ ଆଲୋକପାତ କରିଥିଲେ ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଓଡିଶା ସ୍ୱାଧୀନତା ସଂଗ୍ରାମରେ ଆଦିବାସୀଙ୍କ ଅବଦାନ ଅତୁଳନୀୟ,  ନିରୀହ ଥିଲେ ସତ କିନ୍ତୁ ସେମାନଙ୍କ ସଂକଳ୍ପ ଦୃଢ ଥିଲା–ମନ୍ତ୍ରୀ ସାରକା

masiha

ସ୍ବସ୍ତି ଝଙ୍କାର ର ୨୭ ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଆସନ୍ତା ୨୦ ରୁ ଓ କବିତାୟନ ଆସନ୍ତା ୨୫ ଓ ୨୬ ରେ……

Sunil Chandra Nayak

ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଲେ ଇ. ମହାକୁଡ

masiha

Leave a Comment

error: Content is protected !!