ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ସାହିତ୍ୟ ସଂସଦ ପକ୍ଷରୁ ଜଳଛତ୍ର 

ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ସାହିତ୍ୟ ସଂସଦ ପକ୍ଷରୁ ଜଳଛତ୍ର 

କଟକ : ରାଜ୍ୟର ଅଗ୍ରଣୀ ସଂଗଠନ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ସାହିତ୍ୟ ସଂସଦ ପକ୍ଷରୁ ରାଜଧାନୀ ଉପକଣ୍ଠରେ ଜଳଛତ୍ର ସେବା ଆରଂଭ କରିଛି । ସଙ୍ଗଠନ ଅଧୁନା ସାହିତ୍ୟ ସେବା ସହ ପ୍ରଚାର ପ୍ରସାର,ପରିବେଶ ସୁରକ୍ଷା, ସମାଜସେବା,ପୁସ୍ତକ ମେଳା ଆଦି ଅନେକ ଜନ ହିତକର କାର୍ଯ୍ୟ କରି ଚାଲିଛି । ଏହି ମହତ୍ ସେବାରେ ସମସ୍ତେ ଯୋଗଦାନ କରିବାକୁ ସଂପାଦକ ବିଶିଷ୍ଟ ସାହିତ୍ୟିକ, ସାମ୍ବାଦିକ,ସମାଜସେବୀ ତଥା ସଂଗ୍ରାହକ ସାରସ୍ଵତ ସାଧକ ଶ୍ରୀଯୁକ୍ତ ବଳରାମ ତରାଇ ସାଧାରଣରେ ନିବେଦନ କରିଛନ୍ତି ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ପିଏମ୍ ଜନମନ ପରିଯୋଜନା ,ଟଲଣା ଶିବିରରେ ବ୍ୟାପକ ଜନସମାଗମ,ଦୁର୍ଗମ ଲହୁଣୀଖୁଣ୍ଟିରେ ତହସିଲ ଟିମ 

masiha

କଳାହାଣ୍ଡି ଆଦିବାସୀ କର୍ମଚାରୀ ସଂଘ ର ନୂଆଁଖାଇ ଭେଟଘାଟ

masiha

ଜୁନାଗଡ଼ କୋର୍ଟ ରେ ଆଇନଜୀବୀ ଦିବସ ପାଳିତ

masiha

Leave a Comment

error: Content is protected !!