ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଶିଫଳ

ବିଜେଡି ରୁ ଛାତ୍ର ଯୁବ ଜନତା ର ନେତା ସ୍ନେହାଶ ନାଏକ ଙ୍କ ପ୍ରାଥମିକ ସଦସ୍ୟ ରୁ ଇସ୍ତଫା

ବିଜେଡି ରୁ ଛାତ୍ର ଯୁବ ଜନତା ର ନେତା ସ୍ନେହାଶ ନାଏକ ଙ୍କ ପ୍ରାଥମିକ ସଦସ୍ୟ ରୁ ଇସ୍ତଫା

ଆନ୍ତରିକତାର ସହ କାର୍ଯ୍ୟ କରିଆସୁଥିଲେ ମଧ୍ୟ ଚଳିତ ନିର୍ବାଚନ ରେ ସମ୍ପୂର୍ଣ୍ଣ ଭାବେ ଅବହେଳା କରାଯାଇଛି ବୋଲି ଭାରି ହୃଦୟ ସହ ସ୍ନେହାସ  ବିଜୁ ଜନତା ଦଳ ର ପ୍ରାଥମିକ ସଦସ୍ୟ ରୁ ଇସ୍ତଫା ଦେଇଥିବା ପ୍ରକାଶ କରିଛନ୍ତି । ସେ ତାଙ୍କର ଇସ୍ତଫା ପତ୍ର ଦଳ ର ସୁପ୍ରିମୋ ମାନ୍ୟବର ସଭାପତି ନବୀନ ପଟ୍ଟନାୟକ ଙ୍କୁ ପ୍ରେରଣ କରିଛନ୍ତି ।

ରାଜ କିଶୋର ବାରିକ୍ ଙ୍କ ରିପୋର୍ଟ୍ 

Related posts

ବିଜେପି ରାଉରକେଲା ଜିଲ୍ଲା ପଦାଧିଧାରୀଙ୍କ ବୈଠକ ଅନୁଷ୍ଠିତ 

Sunil Chandra Nayak

ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ବୋଡ଼େନ ଠାରେ ବହୁ ବିଜେଡ଼ି କର୍ମୀ ବିଜେପିରେ ଯୋଗଦାନ

masiha

ନୂଆପଡା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

masiha

Leave a Comment

error: Content is protected !!